ETV Bharat / state

ଗଣଦୁଷ୍କର୍ମ ମାମଲା, ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ପୁରୀ ଏସପି

ପୁରୀ ଗଣଦୁଷ୍କର୍ମ ଘଟଣା ରାଜ୍ୟ ସାରା ଆଲୋଡନ ସୃଷ୍ଟି କରିଛି । ଏହାର ପ୍ରତିବାଦରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

different-origanisation-protest-in-front-of-sp-office-of-puri-for-justice-of-gangrape
ଫଟୋ ସୌଜନ୍ୟ : ସମ୍ବାଦଦାତା,ପୁରୀ
author img

By

Published : Dec 3, 2019, 3:04 PM IST

ପୁରୀ: ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ନାବାଳିକାକୁ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କ ସମେତ ତାଙ୍କର କିଛି ସାଥି ଗଣଦୁଷ୍କର୍ମ ଘଟଣା ରାଜ୍ୟ ସାରା ଚଞ୍ଚଲ୍ୟ ସୃଷ୍ଟି କରିଛି। ଏହାର ପ୍ରତିବାଦରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସପୃକ୍ତ ଅପରାଧୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବ୍ୟାପକ ମଦର ପ୍ରଚାର ପ୍ରସାର ଯୋଗୁଁ ଦୁଷ୍କର୍ମ ବୃଦ୍ଧି ପାଉଥିବା ସଂଗଠନ ଅଭିଯୋଗ କରିଛି । ରାଜ୍ୟ ସରକାର ତୁରନ୍ତ ମଦ ବ୍ୟବସାୟ ରାଜ୍ୟରେ ବନ୍ଦ କରିବାକୁ ସଂଗଠନ ଦାବି କରିଛି। ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ପୁରୀ ଯୁବ କଂଗ୍ରେସର ଏକ ଦଳ ଯାଇ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ଭେଟି ଅନ୍ୟ 2 ଜଣ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସାଧାରଣରେ ପୋଲିସ ଉପରେ ଜନତାଙ୍କ ଆସ୍ଥା ତୁଟିଯିବ ବୋଲି ଦଳ କହିଛି। ସେହିପରି ରାଜ୍ୟ ସରକାର ଦୁଷ୍କର୍ମ କାରୀଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟ କରି ତୁରନ୍ତ ବିଚାର ସହ ଦଣ୍ଡ ବିଧାନ ଦାବି କରିଛି ଯୁବ କଂଗ୍ରେସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ପୁରୀ ଏସପି ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭBody:ପୁରୀ ରେ ଜଣେ ନା ବାଳିକା କୁ ଜଣେ ପୂର୍ବତନ ପୋଲିସ କର୍ମଚାରୀ ଙ୍କ ସମେତ ତାଙ୍କର କିଛି ସାଥି ଗଣ ଦୁଷ୍କର୍ମ ଘଟଣା ରାଜ୍ୟ ସାରା ଚଞ୍ଚଲ୍ୟ ସୃଷ୍ଟି କରିଛି। ଏହାର ପ୍ରତିବାଦ ରେ ପୁରୀ ଏସପି ଙ୍କ କାର୍ଯ୍ୟଳୟ ଆଗରେ ବିଭିନ୍ନ ସଂଗଠନ ବିକ୍ଷୋଭ କରିଛନ୍ତି। ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆଜି ଏସପି ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରିବା ସହ ଅପରାଧୀ ଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବ୍ୟାପକ ମଦର ପ୍ରସାର ଯୋଗୁ ଦୁଷ୍କର୍ମ ବଢୁଥିବା ସଂଗଠନ ଅଭିଯୋଗ କରିଛି । ରାଜ୍ୟ ସରକାର ତୁରନ୍ତ ମଦ ବ୍ୟବସାୟ ରାଜ୍ୟ ରେ ବନ୍ଦ କରିବାକୁ ସଂଗଠନ ଦାବି କରିଛି। ନ ହେଲେ ଜୋର ଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି । ଅନ୍ୟପଟେ ପୁରୀ ଯୁବ କଂଗ୍ରସ ର ଏକ ଦଳ ଯାଇ କେନ୍ଦ୍ରଞ୍ଚଳ ଡି ଆଇ ଜି ଙ୍କୁ ଭେଟିଛି। ଅନ୍ୟ 2 ଜଣ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନ ହେଲେ ସାଧାରଣ ରେ ପୋଲିସ ଉପରେ ଆସ୍ଥା ତୁଟି ଯିବ ବୋଲୀ ଦଳ କହିଛି। ସେହିପରି ରାଜ୍ୟ ସରକାର ଦୁଷ୍କର୍ମ କାରୀ ଙ୍କ ବିରୋଧ ରେ ସ୍ୱତନ୍ତ୍ର କୋର୍ଟ କରି ତୁରନ୍ତ ବିଚାର ସହ ଦଣ୍ଡ ବିଧାନ ଦାବି କରିଛି ପୁରୀ ଯୁବ କଂଗ୍ରେସ

ବାଇଟ,, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି
ବାଇଟ,,2, ଅଲୋକ ଦାସ ,, ପୁରୀ ଯୁବ କଂଗ୍ରେସ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.