ETV Bharat / state

ଚିଲିକାରୁ ମୃତ ଡଲଫିନ ଉଦ୍ଧାର - chilika

ବ୍ରହ୍ମଗିରି ସାତପଡ଼ା ଜେଟୀ ନିକଟରେ ଏକ ଡ଼ଲଫିନର ମୃତଦେହ ଭାସୁଥିବା ବେଳେ ବନ ବିଭାଗ ଉଦ୍ଧାର କରିଛି । ଏହାକୁ ପ୍ରଥମେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମୃତ ଡ଼ଲଫିନକୁ ଦେଖିଥିଲେ। ଅଧିକ ପଢନ୍ତୁ...

ଚିଲିକାରୁ ମୃତ ଡଲଫିନ ଉଦ୍ଧାର
ଚିଲିକାରୁ ମୃତ ଡଲଫିନ ଉଦ୍ଧାର
author img

By

Published : Aug 23, 2020, 6:51 AM IST

ବ୍ରହ୍ମଗିରି: ସାତପଡ଼ା ଜେଟୀ ନିକଟରେ ଏକ ଡ଼ଲଫିନର ମୃତଦେହ ଭାସୁଥିବା ବେଳେ ବନ ବିଭାଗ ଉଦ୍ଧାର କରିଛି । ଏହାକୁ ପ୍ରଥମେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଡ଼ଲଫିନକୁ ଦେଖିଥିଲେ। ସିଡ଼ି଼ଏ ଓ ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଡ଼ଲଫିନର ମୃତଦେହକୁ ଜବତ କରିଛନ୍ତି।

ମୃତ ଡ଼ଲଫିନଟି ପ୍ରାୟ ଏକ ବର୍ଷର ବୋଲି ଜଣାପଡିଛି। ଚିଲିକାରେ ବାରମ୍ବାର ଡ଼ଲଫିନଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ଚିଲିକାରେ ଅବାଦ୍ଧ ମେସିନ ଡ଼ଙ୍ଗା ଚାଳନା ଏହାର ମୁଖ୍ୟ କାରଣ ହୋଇଛି । ଏହାକୁ ପ୍ରଶାସନ ଦୃଷ୍ଟିକୁ ନ ନେଲେ ଚିଲିକାରୁ ଡ଼ଲଫିନ ବଂଶ ଲୋପ ହୋଇଯିବ ବୋଲି ପରିବେଶବିତ ମାନେ ମତ ଦେଉଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.