ETV Bharat / state

ଗୋଚର ଜମିକୁ ବେଅ।ଇନ ଦଖଲ ବିରୋଧରେ ଦଳିତ ମହାସଂଘ ବିକ୍ଷୋଭ - Dalit federation protest pipili

ପିପିଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ମହାସଂଘ ବିକ୍ଷୋଭ । ଗୋଚର ଜମିକୁ ବେଅ।ଇନ ଭାବରେ ଦଖଲକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ..

illegal occupation of  land in pipili
ଗୋଚର ଜମିକୁ ବେଅ।ଇନ ଦଖଲ ବିରୋଧରେ ଦଳିତ ମହାସଂଘ ବିକ୍ଷୋଭ
author img

By

Published : Nov 10, 2020, 3:33 AM IST

ପୁରୀ: ଦଳିତ ମହାସଂଘ ବିକ୍ଷୋଭ । ଗୋଚର ଜମିକୁ ବେଅ।ଇନ ଭାବରେ ଦଖଲକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗୋଚର ଜମିକୁ ବେଅ।ଇନ ଦଖଲ ବିରୋଧରେ ଦଳିତ ମହାସଂଘ ବିକ୍ଷୋଭ

ଜାତୀୟ ଦଳିତ ସଂଘ ପକ୍ଷରୁ ପିପିଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଶେଷକରି ଗୋଚର ଜମିକୁ ବେଅ।ଇନ ଭାବରେ ଦଖଲକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରଶାସନ ଚୁପ ବସିଥିବା ସହିତ ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ତାଙ୍କ ନାମରେ ଜମି ବିକ୍ରି ସହିତ ପଟ୍ଟା କରାଯାଇଛି । ସ୍ଥାନୀୟ ତହସିଲ ପ୍ରଶାସନ ଚୁପ ବସିଛି ବୋଲି ଜାତୀୟ ଦଳିତ ମହାସଂଘ ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି ।

ସେପଟେ ସାତ ଦିନ ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅ।ନଗଲେ ଅ।ରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ସଂଘ ଚେତାବନୀ ଦେଇଛି । ଧାରଣାରତ ଆନ୍ଦୋଳନକାରୀଙ୍କ ପାଖରେ ସ୍ଥାନୀୟ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.