ETV Bharat / state

କଣାସ ବ୍ଳକ ଘେରିଲା CPIM - ସିପିଆଇଏମ କଣାସ ବ୍ଳକ ଘେରାଉ

ବିଭିନ୍ନ ସମସ୍ୟାକୁ ନେଇ CPIM ପକ୍ଷରୁ ପ୍ରିତିବାଦ କରାଯାଇଛି । ଅଧିକ ପଢନ୍ତୁ...

ପୁରୀ ଜିଲ୍ଲା CPIM ପକ୍ଷରୁ କଣାସ ବ୍ଳକ ଘେରାଉ
ପୁରୀ ଜିଲ୍ଲା CPIM ପକ୍ଷରୁ କଣାସ ବ୍ଳକ ଘେରାଉ
author img

By

Published : Nov 8, 2021, 4:43 PM IST

ପୁରୀ: ଜିଲ୍ଲାର କଣାସ ବ୍ଲକ ସିପିଆଇଏମ ପକ୍ଷରୁ ଦୋକନ୍ଦା ମେଲଣ ପଡ଼ିଆ ଠାରୁ କଣାସ ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଶତାଧିକ ଚାଷୀ, ଶ୍ରମିକଙ୍କୁ ନେଇ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଦରଦାମ ବୃଦ୍ଧି, ଦୁର୍ନୀତି, ବେକାରୀ ସମସ୍ୟା, କଣାସ ବ୍ଲକରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ, ନିର୍ମାଣ ଶ୍ରମିକଙ୍କ ବକେୟା ପଞ୍ଜିକରଣ ସାର୍ଟିଫିକେଟ ପ୍ରଦାନ, କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷ ନୀତି ଓ ଓଡିଶାରେ ବିଜୁଳି ବିଭାଗ ଟାଟାକୁ ବିକ୍ରି ବିରୁଦ୍ଧରେ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା ।

ପୁରୀ ଜିଲ୍ଲା CPIM ପକ୍ଷରୁ କଣାସ ବ୍ଳକ ଘେରାଉ

କଣାସ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ଆନ୍ଦୋଳନକାରୀ । ଏହି ଦାବିପତ୍ରକୁ ବ୍ଲକ ପ୍ରାଶାସନ ୭ ଦିନ ଭିତରେ ବିଚାର ନକଲେ ଆଗାମୀ ଦିନରେ ଗଣଧାରଣା ତୀବ୍ରତର କରାଯିବ ବୋଲି CPIMର ପୁରୀ ଜିଲ୍ଲା ସଭାପତି ଅଶୋକ ପ୍ରଧାନ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.