ETV Bharat / state

2 ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜେଟିଭ

ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି । ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ସେବାୟତଙ୍କର ରିପୋର୍ଟ ନେଗେଟିଭ ଆସିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jul 20, 2020, 8:15 PM IST

ସେବାୟତଙ୍କ କୋଭିଡ ଟେଷ୍ଟ ରିପୋର୍ଟ, 2 ପଜେଟିଭ
ସେବାୟତଙ୍କ କୋଭିଡ ଟେଷ୍ଟ ରିପୋର୍ଟ, 2 ପଜେଟିଭ

ପୁରୀ: ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି । ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ସେବାୟତଙ୍କର ରିପୋର୍ଟ ନେଗେଟିଭ ଆସିଛି । ରଥଯାତ୍ରାରେ ସଂପୃକ୍ତ 2301 ଜଣ ସେବାୟତଙ୍କର ସ୍ୱାବ ପରୀକ୍ଷା ହୋଇଥିଲା ।

ସେବାୟତଙ୍କ କୋଭିଡ ଟେଷ୍ଟ ରିପୋର୍ଟ, 2 ପଜେଟିଭ
ସେବାୟତଙ୍କ କୋଭିଡ ଟେଷ୍ଟ ରିପୋର୍ଟ, 2 ପଜେଟିଭ

ପଜିଟିଭ ବାହାରିଥିବା ୨ ସେବାୟତଙ୍କୁ କୋଭିଡ୍‌‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନ ଅନୁଯାୟୀ ତିନୋଟି ପର୍ଯାୟରେ କୋଭିଡ ଟେଷ୍ଟ ହୋଇଥିଲା । ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା ପୂର୍ବରୁ ଏବଂ ନୀଳାଦ୍ରି ବିଜେ ପରେ ଏହି କୋଭିଡ ଟେଷ୍ଟ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.