ETV Bharat / state

ପୁରୀରେ 1792କୁ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖା - ପୁରୀ କୋରୋନା ଅପଡେଟ

ପୁରୀ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 144 ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖା 1792 ରେ ପହଞ୍ଚିଛି।

ପୁରୀରେ 1792କୁ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖା

author img

By

Published : Aug 16, 2020, 9:10 PM IST

ପୁରୀ: ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ପୁରୀ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 144 ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖା 1792 ରେ ପହଞ୍ଚିଛି। ତେବେ ସେଥିମଧ୍ୟରୁ 736 ଟି ସକ୍ରିୟ ମାମଲା ଥିବା ବେଳେ ମୋଟ 1045 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜିଲ୍ଲାରେ ମୋଟ 8 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି।

ପୁରୀରେ 1792କୁ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖା
ପୁରୀରେ 1792କୁ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖା
ପୁରୀରେ 1792କୁ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖା
ପୁରୀରେ 1792କୁ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖା

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 39,217 ଜଣଙ୍କର ନମୁନା ସଂଗ୍ରହ ହୋଇ ପରୀକ୍ଷଣ କରାଯାଇଛି । ପୁରୀ ସହରରେ ସର୍ବାଧିକ 589 ଟି କୋରୋନା ମାମଲା ଥିବା ବେଳେ 284 ଟି ସକ୍ରିୟ ମାମଲା ରହିଛି। ତେବେ କୋଭିଡ ଗାଇଡ଼ ଲାଇନ ମାନି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ ବାର୍ତା ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.