ETV Bharat / state

ପୁରୀରେ କୋରୋନା ଛାୟା, ମେଡିକାଲରେ ବିଦେଶୀ କୋରୋନା ସନ୍ଦିଗ୍ଧ ଭର୍ତ୍ତି

ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଜଣେ କୋରୋନା ସନ୍ଦିଗ୍ଧ । ସନ୍ଦିଗ୍ଧ ଜଣକ ୟୁରୋପ ଲିଥୁଆନିଆର ବୋଲି ଜଣାପଡିଛି ।

corona suspected found in puri
ପୁରୀରେ କୋରୋନା ଛାୟା, ମେଡିକାଲରେ ବିଦେଶୀ କୋରୋନା ସନ୍ଦିଗ୍ଧ ଭର୍ତ୍ତି
author img

By

Published : Mar 14, 2020, 4:36 PM IST

Updated : Mar 14, 2020, 6:11 PM IST

ପୁରୀ: ଦେଶରେ କୋରୋନା କାୟା ମେଲାଇଥିବା ବେଳେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଜଣେ କୋରୋନା ସନ୍ଦିଗ୍ଧ । ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ କୋରୋନା ଆକ୍ରାନ୍ତ ସନ୍ଦେହରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଦେଶୀ ପର୍ଯ୍ୟଟକ ୟୁରୋପର ଲିଥୁଆନିଆର ଜଣେ ନାବାଳିକା ବୋଲି ଜଣାପଡିଛି ।

ପୁରୀରେ କୋରୋନା ଛାୟା, ମେଡିକାଲରେ ବିଦେଶୀ କୋରୋନା ସନ୍ଦିଗ୍ଧ ଭର୍ତ୍ତି

ଦୀର୍ଘ 3 ସପ୍ତାହ ହେଲା ସେ ଥଣ୍ଡା କାଶରେ ପୀଡିତ ହୋଇଥିଲେ । ଶନିବାର ତାଙ୍କ ପରିବାର ଲୋକେ ତାଙ୍କୁ ପ୍ରଥମେ ବେସରକାରୀ ହସ୍ପିଟାଲ ଭର୍ତ୍ତି କରିଥିଲେ । ହେଲେ ସେହି ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କୁ କୋରୋନା ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 14, 2020, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.