ETV Bharat / state

ସ୍ୟାଣ୍ଡ ଆନିମେସନରେ ସୋନୁ ସୁଦଙ୍କୁ ଶୁଭେଚ୍ଛା

author img

By

Published : Aug 1, 2020, 7:10 AM IST

ପୁରୀରେ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସୋନୁଙ୍କୁ ତାଙ୍କ ମହନୀୟ କାର୍ଯ୍ୟ ପାଇଁ ପ୍ରଶଂସା ସହ ଶୁଭେଚ୍ଛା ଜଣାଇଛନ୍ତି । ସୋନୁଙ୍କ ପ୍ରତିଛବିକୁ ନିଜ ସ୍ୟାଣ୍ଡ ଆଣିନେସନରେ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି ।

Congratulations to Sonu Sood on the animation
ସ୍ୟାଣ୍ଡ ଆଣିନମେସନରେ ସୋନୁ ସୁଡଙ୍କୁ ମାନସଙ୍କ ଶୁଭେଚ୍ଛା

ପୁରୀ: ଅଭିନେତା ସୋନୁ ସୁଦ ନିଜ କାର୍ଯ୍ୟ ପାଇଁ ଆଜି ସାରା ଦେଶରେ ନିଜ ବେଶ ପରିଚିତ । ରିଲ ଲାଇଫ ଭିଲେନ ଭାବେ ପରିଚିତ ସୋନୁ ଏବେ ରିୟଲ ଲାଇଫ ହିରୋ ହୋଇଛନ୍ତି । ବିଶେଷ କରି ଲକଡାଉନରେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଯିବା ପାଇଁ ବ୍ୟବସ୍ଥା କରିବା, ବିଦେଶରୁ ଛାତ୍ରଛାତ୍ରୀଙ୍କୁ ଦେଶକୁ ବିମାନ ଯୋଗେ ଫେରାଇ ଆଣିବା, ପ୍ରବାସୀଙ୍କୁ ରୋଜଗାର ଯୋଗାଇ ଦେବା ନେଇ ଉଦ୍ୟମ କରିବା ଆଦି କାର୍ଯ୍ୟ ଦ୍ବାରା ଆଜି ସଭିଁଙ୍କ ହୃଦୟ ଜିଣିପାରିଛନ୍ତି ।

ସ୍ୟାଣ୍ଡ ଆନିମେସନରେ ସୋନୁ ସୁଡଙ୍କୁ ମାନସଙ୍କ ଶୁଭେଚ୍ଛା

ତାଙ୍କର ଏହି କାର୍ଯ୍ୟ ପାଇଁ ଦେଶବାସୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରୁଛନ୍ତି । ଏପରିକି ତାଙ୍କର ଏହି ଦୟା ମନୋଭାବ ଓ ଗରିବଙ୍କ ସହାୟତା କାର୍ଯ୍ୟକୁ ନେଇ ତାଙ୍କୁ ପ୍ରବାସୀଙ୍କ ଭଗବାନ ବୋଲି ଆଖ୍ୟା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀରେ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସୋନୁଙ୍କୁ ତାଙ୍କ ମହନୀୟ କାର୍ଯ୍ୟ ପାଇଁ ପ୍ରଶଂସା ସହ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.