ETV Bharat / state

କୋରୋନା ଟେଷ୍ଟିଂ ପ୍ରକ୍ରିୟାରେ ସହଯୋଗ ନେଇ ପୁରୀ ଜିଲ୍ଲାପାଳଙ୍କ ଅପିଲ

author img

By

Published : Jul 25, 2020, 6:09 PM IST

ଜିଲ୍ଲାବାସୀଙ୍କୁ କୋଭିଡ-19 ପରୀକ୍ଷାରେ ସହଯୋଗ ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ ଅପିଲ କରିଛନ୍ତି । ଗତକାଲି ଜିଲ୍ଲାରେ ସର୍ବାଧିକ 90ଟି କୋରୋନା ପଜିଟିଭ କେସ ଚିହ୍ନଟ ହେବାପରେ ପ୍ରଶାସନର ଚିନ୍ତା ବଢିଛି ।

Collector Puri appeal people to come forward for COVID test
'ସାମାନ୍ୟ ଲକ୍ଷଣ ଥିଲେ ପରୀକ୍ଷା କରାନ୍ତୁ', ପୁରୀ ବାସୀଙ୍କୁ ଜିଲ୍ଲାପାଳଙ୍କ ଅପିଲ

ପୁରୀ: ଜିଲ୍ଲାବାସୀଙ୍କୁ କୋଭିଡ-19 ପରୀକ୍ଷାରେ ସହଯୋଗ ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ ଅପିଲ କରିଛନ୍ତି । ଗତକାଲି ଜିଲ୍ଲାରେ ସର୍ବାଧିକ 90ଟି କୋରୋନା ପଜିଟିଭ କେସ ଚିହ୍ନଟ ହେବାପରେ ପ୍ରଶାସନର ଚିନ୍ତା ବଢିଛି ।

ଚିହ୍ନଟ ହୋଇଥିବା 90ଜଣଙ୍କ ମଧ୍ୟରୁ ପୁରୀ ପୌରପାଳିକାର 15ଜଣ ରହିଛନ୍ତି । ଏହି ସଂଖ୍ୟା ମଧ୍ୟରେ ବାହାରୁ ରାଜ୍ୟରୁ ଆସିଥିବା 38ଜଣ ମଧ୍ୟ ରହିଛନ୍ତି । ତେବେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯାଉଥିବାରୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଇଛି ।

ପ୍ରତି ବ୍ଲକରେ କୋଭିଡ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟିମ ରହିଛନ୍ତି । ସେଥିପାଇଁ ସାମାନ୍ୟ ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇବାକୁ ଜିଲ୍ଲାପାଳ ବଲବନ୍ତ ସିଂ ଏକ ଭିଡିଓ ଜାରି କରି ଅପିଲ କରିଛନ୍ତି ।

ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 586 ରହିଥିବାବେଳେ 239ଟି ଆକ୍ଟିଭ କେସ ରହିଛି । ସମସ୍ତଙ୍କୁ କୋଭିଡ ହେଲଥ୍ ସେଣ୍ଟରରେ ଚିକିତ୍ସା କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.