ETV Bharat / state

ରଥଖଳା ହାଲଚାଲ: ଚାଲିଛି ତିନି ରଥର ତୁମ୍ବ ନିର୍ମାଣ

author img

By

Published : May 5, 2022, 8:02 PM IST

ରଥଖଳାରେ ଚାଲିଛି ତିନି ରଥର ତୁମ୍ବ ନିର୍ମାଣ । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପରେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅଧିକ ପଢନ୍ତୁ

Chariot Construction Work For Puri Rath Yatra Underway At Ratha Khala
ରଥଖଳା ହାଲଚାଲ: ଚାଲିଛି ତିନି ରଥର ତୁମ୍ବ ନିର୍ମାଣ

ପୁରୀ: ରଥଖଳାରେ ଚାଲିଛି ତିନି ରଥର ତୁମ୍ବ ନିର୍ମାଣ । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପରେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଭୋଇ ସେବକ ଅବଶ୍ୟକ କାଠ ଯୋଗାଇ ଦେଉଛନ୍ତି ।

ସପ୍ତମ ଦିନରେ ସୂତା ବାଡ଼ିଆ, ପରେ ବିନ୍ଧ ଓ ପଇ ନିର୍ମାଣ କାର୍ଯ୍ୟ ହେବ । ସକାଳ ୮.୦୦ରୁ ରାତି ୮.୦୦ ପର୍ଯ୍ୟନ୍ତ ରଥ ଖଳାରେ କାର୍ଯ୍ୟରେ ଲାଗିଛନ୍ତି ମହାରଣା ଓ ଭୋଇ ସେବକ । ଏଥିସହ ମହାରଣା ଓ ଭୋଇସେବକଙ୍କ ଲାଗି ଖରାକୁ ଦେଖି ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ରଥ ନିର୍ମାଣ ପାଇଁ ୬୭୫ଖଣ୍ଡ କାଠ ପହଞ୍ଚି ସାରିଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୧୦ଖଣ୍ଡ କାଠ ପହଞ୍ଚିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.