ETV Bharat / state

ମହାପ୍ରଭୁଙ୍କ ପାରମ୍ପରିକ ‘ଚାମର ସେବା’

ଠାକୁରଙ୍କ ଏହି ଦିବ୍ୟଲୀଳା ଖେଳାରେ ଠାକୁରଙ୍କ ଶୀତଳିକରଣ ପାଇଁ ଯୋଗେଇ ଦିଆଯାଏ ଚାମର ସେବା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Jul 12, 2019, 1:39 PM IST

ପୁରୀ: ମହାପ୍ରଭୁଙ୍କ ଦିବ୍ୟ ପହଣ୍ଡି ବିଜେ ସମୟରେ ହୁଏ ଚାମର ସେବା । ଠାକୁରଙ୍କ ଏହି ଦିବ୍ୟଲୀଳା ଖେଳାରେ ଠାକୁରଙ୍କ ଶୀତଳିକରଣ ପାଇଁ ଯୋଗେଇ ଦିଆଯାଏ ଚାମର ସେବା । ତେବେ କାଳିଆ ସାଆନ୍ତଙ୍କ ମାନବୀୟ ଲୀଳାଖେଳାରେ ଠାକୁରଙ୍କୁ ମଧ୍ୟ ଗରମ ହୁଏ । ତାଙ୍କ ଦେହରୁ ଝାଳ ବାହାରେ । ଏଥିପାଇଁ ଠାକୁରଙ୍କୁ ଥଣ୍ଡା କରିବା ଉର୍ଦ୍ଦେଶ୍ୟରେ ଏହି ସେବା ଯୋଗାଇ ଦିଆଯାଏ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ତେବେ କେଉଁ ସମୟରେ ଏହି ଚାମର ସେବା ହୁଏ । କଣ ରହିଛି ଚାମର ସେବାର ବିଧି । ଏନେଇ ଜଣେ ଚାମର ସେବା ଯୋଗାଇ ଦେଉଥିବା ସେବାୟତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.