ETV Bharat / state

ଭାରସାମ୍ୟ ହରାଇ 2 ମୋଟର ସାଇକେଲକୁ ପିଟିଲା ବସ୍, 3 ଗୁରୁତର - ବ୍ରହ୍ମଗିରିରେ ବସ ଧକ୍କା ତିନି ଜଣ ଗୁରୁତର

ବସ ଧକ୍କାରେ 2ବାଇକରେ ଥିବା 3 ଯାତ୍ରୀ ଗୁରୁତର । ପ୍ରତିବାଦରେ ଟାୟାର ଜାଳି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ।

ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି
author img

By

Published : Nov 13, 2019, 12:20 PM IST

ବ୍ରହ୍ମଗିରି : 2ଟି ବାଇକକୁ ପିଟିଲା ବସ, 3 ଗୁରୁତର। ପୁରୀ ସାତପଡ଼ା ଜାତୀୟ ରାଜ ପଥରେ ଏକ ଭୟାନକ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ଧକ୍କାରେ 3 ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ଗୋଡ ଶରୀରରୁ ଅଲଗା ହୋଇଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

ବ୍ରହ୍ମଗିରି ଠାରୁ ପୁରୀ ଅଭିମୁଖେ ଦେବୀ ନାମକ ଯାତ୍ରୀଵାହି ବସ ଯାଉଥିବା ବେଳେ କେରାଣ୍ଡିଆ ଛକ ଠାରେ ଭାରସାମ୍ୟ ହରାଇ 2ଟି ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ଗୋଟାଏ ଗୋଡ଼ ଶରୀର ଠାରୁ ସମ୍ପୂର୍ଣ ଅଲଗା ହୋଇଯାଇଛି ଓ ଅନ୍ୟ 2ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ଘରୋଇ ହସ୍ପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଆହତ ହୋଇଥିବା କାଶୀଆ ଗ୍ରାମର ସମୀର ଜେନା ଓ ଅନ୍ୟ 2 ଜଣଙ୍କର ପରିଚୟ ମିଳି ନାହିଁ। ଏଥିରେ ଉତ୍ୟକ୍ତ ହୋଇ ଶତାଧିକ ସ୍ଥାନୀୟ ଯୁବକ ବ୍ରହ୍ମଗିରି ଗୋପ ଛକ ଓ ବ୍ୟାଙ୍କ ଛକ ଠାରେ ଟାୟାର ଜାଳି ଦୀର୍ଘ ସମୟ ରାଜରାସ୍ତା ଅବରୋଧ କରିଥିଲେ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:2ଟି ବାଇଗକୁ ପିଟିଲା ବସ, 3 ଗୁରୁତର।
ଯାତ୍ରୀବାହୀ ବସ ଧକାରେ 3 ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ଗୋଡ କଟି ଯାଇଛି।Body:ପୁରୀ ସାତପଡ଼ା ଜାତୀୟ ରାଜ ପଥରେ ଏକ ଭୟାନକ ଦୁର୍ଘଟଣା ହୋଇଛି।ବ୍ରହ୍ମଗିରି ପଟୁ ପୁରୀ ଅଭିମୁଖେ ଦେବୀ ନାମକ ଏକ ଯାତ୍ରୀ ଵାହି ବସ ଯାଉଥିବା ବେଳେ କେରାଣ୍ଡିଆ ଛକ ଠାରେ ଭାରସାମ୍ୟ ହରାଇ 2ଟି ମଟର ସାଇକେଲକୁ ଧକା ଦେଇଥିଲା। ଫଳରେ ଜଣଙ୍କର ଘଟଣା ସ୍ଥଳରେ ଗୋଟାଏ ଗୋଡ଼ ଶରୀର ଠାରୁ ସମ୍ପୂର୍ଣ ଅଲଗା ହୋଇଯାଇଥିବା ବେଳେ 2ଜଣ ଗୁରୁତର ହୋଇଛନ୍ତି।ସେମାନଙ୍କୁ ନିକଟସ୍ଥ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଘରୋଇ ହସ୍ପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି।
ଆହତ ମାନଙ୍କ ମଧ୍ୟରୁ ବଡ଼ବନ୍ଧକେରା ଗ୍ରାମର ଶ୍ରୀମନ୍ତ ପାଣିଗ୍ରାହୀଙ୍କ ଗୋଡ କଟି ଥିବାବେଳେ ଗୁରୁତର ଆହତ ହୋଇଥିବା କାଶୀଆ ଗ୍ରାମର ସମୀର ଜେନା ଓ ଅନ୍ୟ ଜଣଙ୍କର ପରିଚୟ ମିଳି ନହିଁ।
ଏଥିରେ ଉତ୍ୟକ୍ତ ହୋଇ ଶତାଧିକ ଯୁବକ ବ୍ରହ୍ମଗିରି ଗୋପ ଛକ ଓ ବ୍ୟାଙ୍କ ଛକ ଠାରେ ଟାୟାର ଜାଳି ଦୀର୍ଘ ସମୟ ରାଜ ରାସ୍ତା ଅବରୋଧ କରିଥିଲେ।Conclusion:All visual send by wrap.
ଦେବାଶିଷ ଦାସ, ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.