ETV Bharat / state

9 ମାସ ପରେ ଖୋଲିଲା ଅଲାରନାଥ ମନ୍ଦିର, ଖୁସିରେ ବିଭୋର ଭକ୍ତ

ପୁରୀ ବ୍ରହ୍ମଗିରିର ଅଲାରନାଥ ମନ୍ଦିର ଓ ମାଆ ବାଲି ହରଚଣ୍ଡୀ ମନ୍ଦିର ସର୍ବସାଧାରଣ ପାଇଁ ଖୋଲାଯାଇଛି । କୋରୋନା ଗାଇଡଲାଇନ ଅନୁଯାୟୀ ଭକ୍ତମାନେ ଭଗବାନକୁ ଦର୍ଶନ କରୁଛନ୍ତି ଏବଂ ଏତେ ଦିନ ପରେ ମନ୍ଦିର ଯାଇ ବହୁତ ଖୁସି ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 23, 2020, 7:35 PM IST

9 ମାସ ଅପେକ୍ଷାର ଘଟିଛି ଅନ୍ତ, ଭକ୍ତ ସହିତ ମିଳନ ହୋଇଛି ଭଗବାନଙ୍କର

ବ୍ରହ୍ମଗିରି: ଦୀର୍ଘ 9 ମାସ ଅପେକ୍ଷାର ଘଟିଲା ଅନ୍ତ । ଭକ୍ତ ଓ ଭଗବାନ ଭିତରେ ହେବ ମିଳନ । କୋଭିଡ କଟକଣା ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିଲା । ଏବେ କିନ୍ତୁ କୋଭିଡ ନିୟମ କୋହଳ ହେବା ପରେ ଧିରେ ଧରେ ରାଜ୍ୟ ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ତେବେ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ପ୍ରସିଦ୍ଧ ମନ୍ଦିର ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାରି ଭିତରେ ପୁରୀ ବ୍ରହ୍ମଗିରିର ଅଲାରନାଥ ମନ୍ଦିର ଓ ମାଆ ବାଲି ହରଚଣ୍ଡୀ ମନ୍ଦିର ସର୍ବସାଧାରଣ ପାଇଁ ଖୋଲାଯାଇଛି ।

ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ଛଟପଟ ହେଉଥିବା ବେଳେ ସେପଟେ ଭଗବାନ ମଧ୍ୟ ଭକ୍ତଙ୍କୁ ଦେଖିବା ପାଇଁ ଚାତକ ପରି ଅନାଇ ରହିଥିଲେ । ପୁରୀର ଜଗନ୍ନାଥ ମନ୍ଦିର କେବଳ ସେବାୟତମାନଙ୍କ ପାଇଁ ଖୋଲିଥିବା ବେଳେ ବ୍ରହ୍ମଗିରିର ଅଲାରନାଥ ମନ୍ଦିର ଓ ମାଆ ବାଲି ହରଚଣ୍ଡୀ ମନ୍ଦିର ସର୍ବସାଧାରଣ ପାଇଁ ଖୋଲାଯାଇଛି । ତେବେ କୋରୋନା ଗାଇଡ ଲାଇନ ଅନୁଯାୟୀ ଭକ୍ତମାନେ ଭଗବାନକୁ ଦର୍ଶନ କରୁଛନ୍ତି ଏବଂ ଏତେ ଦିନ ପରେ ମନ୍ଦିର ଯାଇ ବହୁତ ଖୁସି ଅଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.