ETV Bharat / state

ବିଡିଓଙ୍କ କ୍ଷମା ପ୍ରାର୍ଥନା ପରେ ହେଲା ମତଦାନ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଡେଲାଙ୍ଗ ବସନ୍ତପୁର 16 ନମ୍ଵର ବୁଥରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପ୍ରିଜାଇଡିଂ ଅଫିସର ଭୋଟର ମାନଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ମତଦାନ ବନ୍ଦ କରିଥିଲେ ଗ୍ରାମବାସୀ ।

author img

By

Published : Apr 23, 2019, 9:39 PM IST

Updated : Apr 23, 2019, 9:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ:ଡେଲାଙ୍ଗ ବସନ୍ତପୁର 16 ନମ୍ଵର ବୁଥରେ ଭୋଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଦଳୀୟ ଚିହ୍ନରେ ଭୋଟ ଦେବା ପାଇଁ ଦାୟିତ୍ଵରେ ଥିବା ପ୍ରିଜାଇଡିଂ ଅଫିସର ଭୋଟର ମାନଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ମତଦାନ ବନ୍ଦ କରିଥିଲେ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନାନୁସାରେ, ଜଣେ ଭୋଟଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳୀୟ ଚିହ୍ନରେ ଭୋଟ ଦେବା ପାଇଁ ପ୍ରିଜାଇଡିଂ ଅଫିସର କହୁଥିବାର ଅଭିଯୋଗରେ ଦୀର୍ଘ 2 ଘଣ୍ଟା ବନ୍ଦ ଥିଲା ମତଦାନ । ଖବରପାଇ ଘଟଣାସ୍ଥଳରେ ଡେଲାଙ୍ଗ ବିଡିଓ କ୍ଷୀରୋଦ ପ୍ରଧାନ ପହଞ୍ଚି ଭୋଟରମାନଙ୍କୁ ବୁଝାସୁଝା କରିଥିଲେ । ଏଥି ସହିତ ପ୍ରିଜାଇଡିଂ ଅଫିସରଙ୍କର ଏଭଳି ଆଚରଣ ପାଇଁ ସର୍ବ ସାଧାରଣରେ ଦୁଃଖ ପ୍ରକାଶ କରି କ୍ଷମା ମାଗିବା ପରେ ମତଦାନ ଆରମ୍ଭ ହୋଇଥିଲା ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର

Intro:Body:

gfdf

Conclusion:
Last Updated : Apr 23, 2019, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.