ETV Bharat / state

କୋରନା ମହାମାରୀ ମଧ୍ୟରେ ରକ୍ତଦାନ ଶିବିରି, 35 ୟୁନିଟ ରକ୍ତ ସଂଗ୍ରହ - 35 ୟୁନିଟ ରକ୍ତ ସଂଗୃହିତ

ବ୍ରହ୍ମଗିରି ବେଣ୍ଟପୁର ଜିପିର କଟକପୋଡା ଗ୍ରାମରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୋଟ 35 ୟୁନିଟ ରକ୍ତ ସଂଗୃହିତ ହୋଇଛି । ଅଧିକ ପଢ଼ନ୍ତୁ...

blood donation camp, jeevan Bindu in brahamagiri, କୋରନା ମହାମାରୀ ମଧ୍ୟରେ ରକ୍ତଦାନ ଶିବିରି, 35 ୟୁନିଟ ରକ୍ତ ସଂଗୃହିତ, ବ୍ରହ୍ମଗିରି ଖବର
କୋରନା ମହାମାରୀ ମଧ୍ୟରେ ରକ୍ତଦାନ ଶିବିରି, 35 ୟୁନିଟ ରକ୍ତ ସଂଗ୍ରହ
author img

By

Published : Jul 31, 2020, 3:17 PM IST

ବ୍ରହ୍ମଗିରି: ମହାମାରୀ କୋରନା ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି ଉତ୍ସାହୀ ଯୁବ ଗୋଷ୍ଠୀ। ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବ୍ରହ୍ମଗିରି ବେଣ୍ଟପୁର ପଞ୍ଚାୟତ କଟକପୋଡା ଗ୍ରାମରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୋଟ 35 ୟୁନିଟ ରକ୍ତ ସଂଗୃହିତ ହୋଇଛି ।

କୋରନା ମହାମାରୀ ମଧ୍ୟରେ ରକ୍ତଦାନ ଶିବିରି, 35 ୟୁନିଟ ରକ୍ତ ସଂଗ୍ରହ

ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ପଞ୍ଚାୟତର ସରପଞ୍ଚ, ନୋମିନି ଓ ଜିଲ୍ଲାପରିଷଦ ସଭ୍ୟ ଏହାକୁ ପରିଚାଳନା କରିଥିଲେ। ଏଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.