ETV Bharat / state

ପୁରୀରେ ପୁଣି ଫୁଟିଲା ଗୁଳି

author img

By

Published : Oct 1, 2019, 7:18 PM IST

ଧାର୍ମିକ ସହର ସାଜିଛି ଅପରାଧିଙ୍କ ଚରାଭୁଇଁ । ଫାଙ୍କାରେ ଫୁଟିଛି ଗୁଳି । ପୋଲିସ ପ୍ରଶାସନକୁ ବେଖାତିର କରି ବାରମ୍ବାର ଘଟି ଚାଲିଛି ଏହି ଘଟଣା । ଜଣେ ବ୍ୟବସାୟୀ ଫାଙ୍କା ଗୁଳିଚାଳନା କରି ଗିରଫ ହୋଇଥିବାବେଳେ ପୁନର୍ବାର ସୋସିଆଲ ମିଡିଆରେ ଆଉ ଏକ ଫାଙ୍କା ଗୁଳିଚାଳନା ଦୃଶ୍ୟ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଇନ ଶୃଙ୍କଳା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଣଦେଖା । ମାନୁନାହାଁନ୍ତି ଯୁବକ । ସହରରେ ଥମିବାରେ ନାଁ ନେଉନାହିଁ ଫାଙ୍କା ଗୁଳିଚାଳନା ଘଟଣା । ପୁନର୍ବାର ଭାଇରାଲ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ଫାଙ୍କା ଗୁଳିଚାଳନା ଭିଡ଼ିଓ । ଦୁଇ ଜଣ ଯୁବକ ତିନି ରାଉଣ୍ଡ ଗୁଳି ଚଳାଇବା ସ୍ପଷ୍ଟ ଭାବେ ଭିଡ଼ିଓରେ ଦେଖିବାକୁ ମିଳିଛି ।

ପୁରୀରେ ଫୁଟୁଛି ପୁଣି ଗୁଳି

ଯୁବକ ଦୁଇ ଜଣ କିଏ ଓ କେଉଁଠାରେ ଏହି ଫାଙ୍କା ଗୁଳି ଚାଳନା କରୁଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ତେବେ ଏହି ଘଟଣାକୁ ନେଇ ଏବେ ପୁରୀ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖୁଲମଖୁଲା ବନ୍ଧୁକ ଧରି ଅପରାଧି ମାନେ ବୁଲୁ ଥିବା ସ୍ପଷ୍ଟ ହୋଇଛି । କେଉଁ ମୁହୂର୍ତ୍ତରେ କେଉଁ ଅଘଟଣ ଘଟିବ ସେନେଇ ଆଶା ଆଶଙ୍କାରେ ସହରବାସୀ ।

ପୁରୀ ପୋଲିସ କିଭଳି ଚୋରା ବନ୍ଧୁକ କାରବାରର ଟେର ପାଉ ନାହିଁ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ । କିଛି ଦିନ ତଳେ ଜଣେ ବ୍ୟବସାୟୀ ଓ ତାଙ୍କର ଅଙ୍ଗରକ୍ଷୀ ମଞ୍ଚ ଉପରେ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରଲ ହୋଇଥିଲା । ପରେ ପୋଲିସ ଘଟଣାରେ ସଂପୃକ୍ତ ଥିବା 4 ଜଣ ଙ୍କୁ ଗିରଫ କରିଛି । କିନ୍ତୁ ଏହି ତେବେ ଏହି ଘଟଣାକୁ 24 ଘଣ୍ଟା ନପୁରୁଣୁ ପୁଣି ଗୁଳିଚାଳନାର ଭିଡିଓ ଭାଇରାଲ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ମାନଙ୍କୁ ପୋଲିସ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ମଧ୍ୟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଫାଙ୍କା ଗୁଳି ଚାଳନାBody:ପୁଣି ପୁରୀ ସହରରେ ଫାଙ୍କା ଗୁଳି ଚାଳନା ର ଭିଡିଓ ଭାଇରଲ ହୋଇଛି। ଦୁଇ ଜଣ ଯୁବକ ମିଶି ତିନି ରାଉଣ୍ଡ ଗୁଳି ଚାଳନା କରୁଥିବା ଏହି ଭିଡିଓ ରେ ରହିଛି। ତେବେ ଏହି ଯୁବକ ଦୁଇ ଜଣ କିଏ ଓ କେଉଁଟି ଫାଙ୍କା ଗୁଳି ଚାଳନା କରୁଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ତେବେ ଏହାକୁ ଏବେ ପୁରୀ ସହରରେ ଆଇନି ଶୃଙ୍ଖଳା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଖୁଲମ ଖୁଲା ବନ୍ଧୁକ ଧରି ଅପରାଧି ମାନେ ବୁଲୁ ଥିବା ସ୍ପଷ୍ଟ ହୋଇଛି। କେଉଁ ମୁହୂର୍ତ୍ତରେ କେଉଁ ଅଘଟଣ ଘଟିବ ସେ ଅସଙ୍କା ସୃଷ୍ଟି ହୋଇଛି। ପୁରୀ ପୋଲିସ କୀଭଳି ଚୋରା ବନ୍ଧୁକ କାରବାର ଉପରେ ଟେ ର ପାଉ ନାହିଁ ତାକୁ ନେଇ ଏବେ ପ୍ରଶ୍ନ। କିଛି ଦିନ ତଳେ ଜଣେ ବ୍ୟବସାୟୀ ଓ ତାଙ୍କର ଅଙ୍ଗରକ୍ଷୀ ମଞ୍ଚ ଉପରେ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରଲ ହୋଇ ଥିଲା। ପରେ ପୋଲିସ ତଦନ୍ତ କରି ଗିରଫ କରିଥିଲା ଉକ୍ତ 4 ଜଣ ଙ୍କୁ। ତେବେ ଘଟଣା 24 ଘଣ୍ଟା ନ ପୁରୁଣୁ ରୁ ପୁଣି ଗୁଳି ଚାଳନା ର ଭିଡିଓ ଭାଇରଲ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ତୁରନ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ବାଇଟ,, ଉମାସଙ୍କର ଦାଶ, ପୁରୀ spConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.