ETV Bharat / state

ନିମାପଡା ଅଧ୍ୟକ୍ଷ ପଦ ହାତେଇଲା ବିଜେଡି - ନିମାପଡାରେ ବିଜେଡିର ବିଜୟ

ପୁରୀର ସବୁ NAC ସହ ନିମାପଡା ଗାଦି ଅକ୍ତିଆର କଲା ବିଜେଡି । ଅଧିକ ପଢନ୍ତୁ

ନିମାପଡା ଅଧ୍ୟକ୍ଷ ପଦ ହାତେଇଲା ବିଜେଡି
ନିମାପଡା ଅଧ୍ୟକ୍ଷ ପଦ ହାତେଇଲା ବିଜେଡି
author img

By

Published : Mar 26, 2022, 10:29 PM IST

Updated : Mar 27, 2022, 2:42 PM IST

ପୁରୀ: ନିମାପଡା ଏନଏସିରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିଲେ ମଧ୍ୟ ଅଧ୍ୟକ୍ଷ ପଦ ହାତେଇଛି ବିଜେଡି । ପୁରୀ ଜିଲ୍ଲା ନିମାପଡା NACର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ସସ୍ମିତା ସାହୁ ବିଜୟୀ ହୋଇଥିବା ନେଇ ଘୋଷଣା କରାଯାଇଛି ।

ନିମାପଡା ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ବିଜେଡି 5,674 ଓ ବିଜେପି 5599 ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି 75 ଖଣ୍ଡ ଭୋଟରେ ବିଜୟୀ ହୋଇଛି । ସେପଟେ ନିମାପଡା ଏନଏସିର 11 ଟି ୱାର୍ଡରୁ ବିଜେଡି 7 ଟି, ବିଜେପି 3 ଓ ସ୍ଵାଧୀନ ପ୍ରାର୍ଥୀ ଗୋଟିଏ ଜିତିଛନ୍ତି । ତେବେ ନିମାପଡାରେ ଅଧ୍ୟକ୍ଷ ପଦ ନେଇ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବାବେଳେ ବିଜେଡି ଶେଷ ବାଜିମାତ କରିଛି । ପୁରୀ ଜିଲ୍ଲାର ପିପିଲି, କୋଣାର୍କ ଓ ନିମାପଡା 3 ଟି ଏନଏସିର ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 27, 2022, 2:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.