ETV Bharat / state

ଟଲମ୍ୟାନଙ୍କ ଜନ୍ମ ଜୟନ୍ତୀ, ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା - puri sand art

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହାକୁ ସାରା ରାଜ୍ୟରେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଟଲମ୍ୟାନଙ୍କ ଜନ୍ମ ଜୟନ୍ତୀ, ବାଲୁକା କଳରେ ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା

author img

By

Published : Mar 5, 2021, 8:25 AM IST

ପୁରୀ: ବିଚକ୍ଷଣ ରାଜନୀତିଜ୍ଞ ଭାବେ ପରିଚିତ ବିଜୁ ପଟ୍ଟନାୟକ କେବଳ ଜଣେ ରାଜନେତା ନୁହଁନ୍ତି ବରଂ ଜଣେ ଜନନାୟକ ଜଣେ ରାଷ୍ଟ୍ରନେତା । ପ୍ରବାଦପୁରୁଷ, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ଆଦି ଅନେକ ବିଶେଷଣରେ ଚିହ୍ନିତ ଏହି ଜନନେତା ୫ ମାର୍ଚ୍ଚ ୧୯୧୬ରେ ଜନ୍ମ ଗ୍ରହଣ କରିଥିଲେ ।

ଟଲମ୍ୟାନଙ୍କ ଜନ୍ମ ଜୟନ୍ତୀ, ବାଲୁକା କଳରେ ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା

ଆଜି ହେଉଛି ହେଉଛି ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ। ଏହାକୁ ସାରା ରାଜ୍ୟରେ ପାଳନ କରାଯାଉଛି। ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

''ଟଲମ୍ୟାନ୍ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଆମେ ସମସ୍ତେ ମନେ ରଖିବା । ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ତଥା ଆଧୁନିକ ଓଡିଶାର ସ୍ଥପତି ଥିଲେ। ଓଡ଼ିଶାର ପୁରୀ ବେଳାଭୂମିରେ ବାଲୁକା କଳା କରି ସୁଦର୍ଶନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି।''

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.