ETV Bharat / state

ବାହୁଡା ପ୍ରସ୍ତୁତି ଆରମ୍ଭ: ତିନି ରଥର ଦକ୍ଷିଣ ମୋଡ ଶେଷ

author img

By

Published : Jun 28, 2020, 7:40 PM IST

ଶେଷ ହୋଇଛି ତିନି ରଥର ଦକ୍ଷିଣ ମୋଡ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ବାର ନିକଟରେ ଲାଗିଲା ତିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଶରଧବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ହୋଇ ରହିଛନ୍ତି ତିନି ରଥ । ସୁରକ୍ଷା ବିହାନୀ ତିନି ରଥର ଦକ୍ଷିଣ ମୋଡରେ ସାମିଲ ହୋଇଥିଲେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ପୁରୀ: ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ । ଶେଷ ହୋଇଛି ତିନି ରଥର ଦକ୍ଷିଣ ମୋଡ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ବାର ନିକଟରେ ଲାଗିଲା ତିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଶରଧାବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ହୋଇ ରହିଛନ୍ତି ତିନି ରଥ । ସୁରକ୍ଷା ବିହାନୀ ତିନି ରଥର ଦକ୍ଷିଣ ମୋଡରେ ସାମିଲ ହୋଇଥିଲେ ।

ବାହୁଡା ପ୍ରସ୍ତୁତି ଆରମ୍ଭ: ତିନି ରଥର ଦକ୍ଷିଣ ମୋଡ ଶେଷ

ଅଗାମୀ ବାହୁଡା ଓ ସୁନା ବେଶକୁ ନେଇ ଜିଲ୍ଲା ପ୍ରଶାସନ ଯେଉଁ କଟକଣା ଜାରି କରାଯାଇଛି ତାକୁ ପୁରୀ ବସିନ୍ଦା ସହଯୋଗ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଜୁନ୍ ୩୦ ତାରିଖ ରାତି ୧୦ ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ଯାଏଁ ସମଗ୍ର ପୁରୀ ସହରରେ କର୍ଫ୍ୟୁ ଲାଗୁ ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.