ETV Bharat / state

ବାହୁଡା ପହଣ୍ଡି: ଦେବୀ ସୁଭଦ୍ରାଙ୍କ ରଥେ ବିରାଜିଲେ ଶ୍ରୀସୁଦର୍ଶନ - ଦେବୀ ସୁଭଦ୍ରାଙ୍କ ରଥେ ବିରାଜିଲେ ଶ୍ରୀସୁଦର୍ଶନ

କୋରୋନା କଟକଣା ଭିତରେ ଚାଲିଛି ବାହୁଡା ପହଣ୍ଡି । ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ଯାତ୍ରା । ପହଣ୍ଡିର ପ୍ରାରମ୍ଭିକ ବିଜେ ନୀତି ଅନୁସାରେ ଚକ୍ରରାଜ ସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଛନ୍ତି ।

bahuda yatra
bahuda yatra
author img

By

Published : Jul 1, 2020, 8:48 AM IST

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଗୁଣ୍ଡିଚାରୁ ବଡ ଦେଉଳକୁ ଫେରିବେ ମହାପ୍ରଭୁ । କରୋନା କଟକଣା ଭିତରେ ଚାଲିଛି ବାହୁଡା ପହଣ୍ଡି । ଧାଡି ପହଣ୍ଡିରେ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ଯାତ୍ରା । ପହଣ୍ଡିର ପ୍ରାରମ୍ଭିକ ବିଜେ ନୀତି ଅନୁସାରେ ଚକ୍ରରାଜ ସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଛନ୍ତି ।

ବାହୁଡା ପହଣ୍ଡି: ଦେବୀ ସୁଭଦ୍ରାଙ୍କ ରଥେ ବିରାଜିଲେ ଶ୍ରୀସୁଦର୍ଶନ

ଶୂନ୍ୟ ପହଣ୍ଡିରେ ଆସି ଚକ୍ରରାଜ ସୁଦର୍ଶନ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଅବସ୍ଥାପନ କରିଛନ୍ତି । ଘଣ୍ଟ, ଘଣ୍ଟାର ନାଦରେ ଶ୍ରୀସୁଦର୍ଶନ ମହାରାଜ ବିରାଜିଛନ୍ତି । ଏହାପରେ ଆରମ୍ଭ ହୋଇଛି ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.