ETV Bharat / state

ଶ୍ରୀମନ୍ଦିରରେ ପାଳିତ ହେଲା ପବିତ୍ର ଅଶୋକାଷ୍ଟମୀ - ଶ୍ରୀମନ୍ଦିରରେ ପାଳିତ ହେଲା ପବିତ୍ର ଅଶୋକାଷ୍ଟମୀ

ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ମହାପ୍ରଭୁଙ୍କ ଅଶୋକାଷ୍ଟମୀ । ସକାଳ ଧୂପ ନୀତି ସରିବା ପରେ ଶ୍ରୀଲୋକନାଥ ଦେବ ଭଣ୍ଡାରରୁ ଆସି ପାଲିଙ୍କିରେ ବିଜେ କରିଛନ୍ତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ପାଳିତ ହେଲା ପବିତ୍ର ଅଶୋକାଷ୍ଟମୀ

author img

By

Published : Apr 20, 2021, 8:55 PM IST

Updated : Apr 20, 2021, 9:44 PM IST

ପୁରୀ: ଆଜି ଶ୍ରୀମନ୍ଦିରରେ ପବିତ୍ର ଅଶୋକାଷ୍ଟମୀ ପାଳିତ ହୋଇଯାଇଛି । ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ଶ୍ରୀଲୋକନାଥ ଦେବ ଭଣ୍ଡାରରୁ ଆସି ପାଲିଙ୍କିରେ ବିଜେ କରିଛନ୍ତି । ପରେ ଉତ୍ତରଦ୍ଵାରସ୍ଥିତ ଶ୍ରୀଇଶାନେଶ୍ଵର ମନ୍ଦିରକୁ ବିଜେ କରଛନ୍ତି।

ଶ୍ରୀମନ୍ଦିରରେ ପାଳିତ ହେଲା ପବିତ୍ର ଅଶୋକାଷ୍ଟମୀ
ଶ୍ରୀମନ୍ଦିରରେ ପାଳିତ ହେଲା ପବିତ୍ର ଅଶୋକାଷ୍ଟମୀ
ଶ୍ରୀମନ୍ଦିରରେ ପାଳିତ ହେଲା ପବିତ୍ର ଅଶୋକାଷ୍ଟମୀ
ଶ୍ରୀମନ୍ଦିରରେ ପାଳିତ ହେଲା ପବିତ୍ର ଅଶୋକାଷ୍ଟମୀ

ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ପାଳିତ ହୁଏ ଅଶୋକାଷ୍ଟମୀ । ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2021, 9:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.