ETV Bharat / state

କୋରୋନା ଭୟ: ସାମୁଦ୍ରିକ ସୁରକ୍ଷା ବଢାଇବାକୁ ଅରକୁଦା ଗ୍ରାମବାସୀଙ୍କ ଦାବି

ବ୍ରହ୍ମଗିରି ଅରକୁଦା ସାମୁଦ୍ରିକ ଥାନାର ଅରକୁଦା ଗ୍ରାମକୁ ଘେରି ରହିଛି ଚିଲିକା । ଏହି ଗ୍ରାମ ସମ୍ମୁଖରେ ଦୁଇ ଦୁଇଟି ମୁହାଣ ଯାହା ଚିଲିକାରୁ ସମୁଦ୍ରକୁ ସଂଯୋଗ କରୁଥିବା ସ୍ଥାନ ରହିଛି । ଅଧିକ ପଢନ୍ତୁ...

author img

By

Published : Apr 22, 2020, 6:47 PM IST

କୋରୋନା ଭୟ: ସାମୁଦ୍ରିକ ସୁରକ୍ଷା ବଢାଇବାକୁ ଅରକୁଦା ଗ୍ରାମବାସୀଙ୍କ ଦାବି
କୋରୋନା ଭୟ: ସାମୁଦ୍ରିକ ସୁରକ୍ଷା ବଢାଇବାକୁ ଅରକୁଦା ଗ୍ରାମବାସୀଙ୍କ ଦାବି

ବ୍ରହ୍ମଗିରି: କୋରୋନା ସଂକ୍ରମଣ ରୋକିବାକୁ ସବୁଆଡେ କଡା ସୁରକ୍ଷା ବ୍ୟବସ୍ଥା । ସେହିପରି ଜଳପଥ ସୁରକ୍ଷାକୁ ମଧ୍ୟ କଡାକଡି କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ଅରକୁଦା ସାମୁଦ୍ରିକ ଥାନା ଅଞ୍ଚଳରେ ସୁରକ୍ଷା ଢିଲା ଥିବା ଦେଖିବାକୁ ମିଳିଛି ।

ବ୍ରହ୍ମଗିରି ଅରକୁଦା ସାମୁଦ୍ରିକ ଥାନାର ଅରକୁଦା ଗ୍ରାମକୁ ଘେରି ରହିଛି ଚିଲିକା । ଏହି ଗ୍ରାମ ସମ୍ମୁଖରେ ଦୁଇ ଦୁଇଟି ମୁହାଣ ଯାହା ଚିଲିକାରୁ ସମୁଦ୍ରକୁ ସଂଯୋଗ କରୁଥିବା ସ୍ଥାନ ରହିଛି । ଏହି ବାଟ ଦେଇ ଡଙ୍ଗା ସାହାଯ୍ୟରେ ପ୍ରତିଦିନ ଶତାଧିକ ମସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଆନ୍ତି ।

ଏହାସହ ବିନା ଅସୁବିଧାରେ ମାଛ ଧରି ସେମାନେ ଗାଁକୁ ଫେରିଥାନ୍ତି । ତେବେ ଏବେ ବାହାର ରାଜ୍ୟରେ ଥିବା ଓଡିଶା ଲୋକେ ନିଜ ରାଜ୍ୟକୁ ଫେରିବାକୁ ବିଭିନ୍ନ ଉପାୟରେ ଉଦ୍ୟମ କରୁଛନ୍ତି । ଆଉ ଏହି ମୁହାଣ ଦେଇ ବାହାର ରାଜ୍ୟରେ ଥିବା ବ୍ରହ୍ମଗିରି ଅଞ୍ଚଳର ଲୋକଙ୍କ ଫେରିବା ବାଟକୁ ଏଡାଇ ହେବ ନାହିଁ । ତେବେ ଏହାର ସୁରକ୍ଷାକୁ ଆହୁରି ମଜଭୁତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.