ETV Bharat / state

ଲକଡାଉନ ପାଇଁ ଆର୍ଥିକ ସଙ୍କଟରେ ଆନନ୍ଦ ବଜାର ବ୍ରାହ୍ମଣ

ରାଜ୍ୟ ସରକାରଙ୍କ ଲକଡାଉନ ଘୋଷଣା ଏବଂ କୋଭିଡ କଟକଣା ନେଇ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ଫଳରେ ଭକ୍ତଙ୍କ ବିନା ଆନନ୍ଦ ବଜାରରେ ଥିବା ବ୍ରାହ୍ମଣମାନେ ଏବେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତ । ଅଧିକ ପଢନ୍ତୁ...

author img

By

Published : May 17, 2021, 10:33 PM IST

ଲକଡାଉନ ପାଇଁ ଆର୍ଥିକ ସଙ୍କଟରେ ଆନନ୍ଦ ବଜାର ବ୍ରାହ୍ମଣ
ଲକଡାଉନ ପାଇଁ ଆର୍ଥିକ ସଙ୍କଟରେ ଆନନ୍ଦ ବଜାର ବ୍ରାହ୍ମଣ

ପୁରୀ: ରାଜ୍ୟ ସରକାରଙ୍କ ଲକଡାଉନ ଘୋଷଣା ଏବଂ କୋଭିଡ କଟକଣା ନେଇ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ଫଳରେ ଭକ୍ତଙ୍କ ବିନା ଆନନ୍ଦ ବଜାରରେ ଥିବା ବ୍ରାହ୍ମଣମାନେ ଏବେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ।

ଭକ୍ତଙ୍କ ଠାରୁ ଦାନ ଦକ୍ଷିଣା ପାଇ ଏବଂ ବିଭିନ୍ନ ପୂଜା କରି ନିଜର ପେଟ ପୋଷୁଥିଲେ । ତେବେ ଲକଡାଉନ ପରେ ଏହି ବ୍ରାହ୍ମଣମାନେ ନିଜର ଜୀବିକା ହରାଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଅନ୍ୟ ସେବାୟତଙ୍କ ଭଳି ଏହି ବ୍ରାହ୍ମଣଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । ଏନେଇ କମିଟି ପକ୍ଷରୁ ଆଜି ଏକ ଦାବିପତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.