ETV Bharat / state

ସ୍ନାନଯାତ୍ରା ସରିବା ପରେ ମହାପ୍ରଭୁଙ୍କ ଅଣସର ନୀତି

author img

By

Published : Jun 5, 2020, 6:44 PM IST

ସ୍ନାନଯାତ୍ରା ସରିବା ପରେ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରନ୍ତି । 14 ଦିନ ମହାପ୍ରଭୁ ଜ୍ବରରେ ଆକ୍ରାନ୍ତ ହେବା ପରେ ଗୁପ୍ତ ଉପଚାର ବିଧି ହୋଇଥାଏ । ଏହାପରେ ଆରମ୍ଭ ହୁଏ ଅଣସର ନୀତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ନାନଯାତ୍ରା ସରିବା ପରେ ମହାପ୍ରଭୁଙ୍କ ଅଣସର ନୀତି
ସ୍ନାନଯାତ୍ରା ସରିବା ପରେ ମହାପ୍ରଭୁଙ୍କ ଅଣସର ନୀତି

ପୁରୀ: ସ୍ନାନଯାତ୍ରା ସରିବା ପରେ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରନ୍ତି । 14 ଦିନ ମହାପ୍ରଭୁ ଜ୍ବରରେ ଆକ୍ରାନ୍ତ ହୁଅନ୍ତି । ତାଙ୍କର ଗୁପ୍ତ ଉପଚାର ବିଧି ହୋଇଥାଏ । ଦଇତାପତି ସେବାୟତମାନେ ଏହି ଅଣସର ନୀତି କରିଥାନ୍ତି ।

ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡା, ନୀଳାଦ୍ରୀ ବିଜେ ଏହି ଦଇତାପତି ସେବକମାନେ ତୁଲାଇଥାନ୍ତି । ତେବେ ସ୍ନାନଯାତ୍ରା ସରିବା ପରେ ଶ୍ରୀମନ୍ଦିର ଅଣସର ନୀତି କିଭଳି ହୁଏ ସେନେଇ ଆସନ୍ତୁ ଶୁଣିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ଠାରୁ...

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.