ପୁରୀ: ସ୍ନାନଯାତ୍ରା ସରିବା ପରେ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରନ୍ତି । 14 ଦିନ ମହାପ୍ରଭୁ ଜ୍ବରରେ ଆକ୍ରାନ୍ତ ହୁଅନ୍ତି । ତାଙ୍କର ଗୁପ୍ତ ଉପଚାର ବିଧି ହୋଇଥାଏ । ଦଇତାପତି ସେବାୟତମାନେ ଏହି ଅଣସର ନୀତି କରିଥାନ୍ତି ।
ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡା, ନୀଳାଦ୍ରୀ ବିଜେ ଏହି ଦଇତାପତି ସେବକମାନେ ତୁଲାଇଥାନ୍ତି । ତେବେ ସ୍ନାନଯାତ୍ରା ସରିବା ପରେ ଶ୍ରୀମନ୍ଦିର ଅଣସର ନୀତି କିଭଳି ହୁଏ ସେନେଇ ଆସନ୍ତୁ ଶୁଣିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ଠାରୁ...
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ