ETV Bharat / state

ମିକ୍ସର ମେସିନ ଧକ୍କାରେ ବୃଦ୍ଧ ମୃତ

ପୁରୀ ଜୁିଲ୍ଲା ମୋଚି ସାହି ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Nov 13, 2020, 3:41 PM IST

ମିକ୍ସର ମେସିନ ଧକ୍କାରେ ବୃଦ୍ଧ ମୃତ
ମିକ୍ସର ମେସିନ ଧକ୍କାରେ ବୃଦ୍ଧ ମୃତ

ପୁରୀ: ଜିଲ୍ଲା ସ୍ଥିତ ମୋଚିସାହି ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି ।

ମିକ୍ସର ମେସିନ ଧକ୍କାରେ ବୃଦ୍ଧ ମୃତ

ସୂଚନା ଅନୁଯାୟୀ ବୃଦ୍ଧ ଜଣକ ମୋଚି ସାହି ଛକରୁ ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ ଆଡକୁ ସାଇକେଲରେ ଯାଉଥିଲେ । ଏହି ସମୟରେ ପଛପଟୁ ଆସୁଥିବା ଏକ ମିକ୍ସର ମେସିନ ତାଙ୍କ ଉପରେ ଚଢିଯିବାରୁ ବୃଦ୍ଧଙ୍କ ଘଟଣାସ୍ଥଳରେ ପ୍ରାଣହାନୀ ଘଟିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମଟମ୍ ପାଇଁ ପଠାଇବା ସହ ମିକ୍ସର ମେସିନ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି । ତେବେ ଦୁର୍ଘଟଣାରେ ମୃତ ବୃଦ୍ଧଙ୍କ ପରିଚୟ ମିଳିପାରି ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.