ETV Bharat / state

108 ପଞ୍ଚତୀର୍ଥ ଜଳରେ ମହାସ୍ନାନ କଲେ ପ୍ରଭୁ ଅଲାରନାଥ - alarnath birthing rituals held

ଗୁରୁବାର ଦିନ ଅଲାରନାଥଙ୍କ ପୁଷ୍ୟାଭିଷେକ ନୀତି ସମାପନ ହୋଇଯାଇଛି । ମଧ୍ୟାହ୍ନ ଧୂପ ପରେ ଚୈତନ୍ୟ ଚକଡ଼ାରେ ହୋମ ଆଦି ପୂଜାର୍ଚ୍ଚନା କରାଯାଇ ଗତକାଲି ଠାରୁ 108 ମାଟି ପାତ୍ରରେ ଥିବା ସୁବାସିତ ପଞ୍ଚତୀର୍ଥ ଜଳକୁ ଶୋଧ କରାଯାଇଥିଲା । ଅଧିକ ପଢନ୍ତୁ...

ପୁଷ୍ୟାଭିଷେକ 108 ପଞ୍ଚତୀର୍ଥ ଜଳରେ ଅଲାରନାଥଙ୍କୁ କରାଗଲା ମହାସ୍ନାନ

author img

By

Published : Jan 28, 2021, 10:54 PM IST

ବ୍ରହ୍ମଗିରି: ଗୁରୁବାର ଦିନ ଅଲାରନାଥଙ୍କ ପୁଷ୍ୟାଭିଷେକ ନୀତି ସମାପନ ହୋଇଯାଇଛି । ମଧ୍ୟାହ୍ନ ଧୂପ ପରେ ଚୈତନ୍ୟ ଚକଡ଼ାରେ ହୋମ ଆଦି ପୂଜାର୍ଚ୍ଚନା କରାଯାଇ ଗତକାଲି ଠାରୁ 108 ମାଟି ପାତ୍ରରେ ଥିବା ସୁବାସିତ ପଞ୍ଚତୀର୍ଥ ଜଳକୁ ଶୋଧ କରାଯାଇଥିଲା ।

ପୁଷ୍ୟାଭିଷେକ 108 ପଞ୍ଚତୀର୍ଥ ଜଳରେ ଅଲାରନାଥଙ୍କୁ କରାଗଲା ମହାସ୍ନାନ

ମହାଲକ୍ଷ୍ମୀଙ୍କୁ ଅଲାରନାଥଙ୍କ ନିକଟକୁ ନିଆଯାଇ ଏକା ସାଙ୍ଗରେ ଲକ୍ଷ୍ମୀ ନାରାୟଣଙ୍କୁ ମହାସ୍ନାନ କରାଯାଇଥିଲା । ପରେ ରାଜଧିରାଜ ବେଶରେ ପ୍ରଭୁ ଅଲାରନାଥ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭା ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.