ETV Bharat / state

ଡକାୟତି ଉଦ୍ୟମ ପଣ୍ଡ, ଜେଲ୍ ଗଲେ 6 ଡକାୟତ

author img

By

Published : Oct 25, 2020, 10:33 AM IST

ଡକାୟତି ଉଦ୍ୟମ ହେଲା ପଣ୍ଡ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ 6 ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୁରୀ ବାସେଲିସାହି ଥାନା ପୋଲିସ । ଅଧିକ ପଢନ୍ତୁ...

6 Robbery arrested in puri
ଡକାୟତି ଉଦ୍ୟମ ପଣ୍ଡ, 6 ଡକାୟତ ଗଲେ ଜେଲ

ପୁରୀ: ଡକାୟତି ଉଦ୍ୟମ ହେଲା ପଣ୍ଡ । 6 ଡକାୟତ ଗଲେ ଜେଲ । ପୁରୀ ସହର ଉପକଣ୍ଠ ବାଟଗାଁ ଓ ମଙ୍ଗଳାଘାଟ ବାଇପାସ ରାସ୍ତା କଡ଼ରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ 6 ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ବାସେଲିସାହି ଥାନା ପୋଲିସ । ସେମାନଙ୍କ ନିକଟରୁ ଖଣ୍ଡା ଓ ମଦ ବୋତଲ ଜବତ କରି 6 ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ବାସେଲିସାହି ଥାନା ମିଶ୍ର ଲେନ ନୋଳିଆ ସାହିର ତ୍ରିନାଥ ନାୟକ, ହରିଜନ ବସ୍ତିର ଶ୍ରୀଧର ନାୟକ, ମାଟିଭଟ ସମୂଖ ଦିଲ୍ଲୀପ ବରାଳ, ପର୍ବତୀ ପୁର ନିବାସୀ ଗୌତମ ବିଶ୍ବାଳ, ଚୁଡ଼ଙ୍ଗ ସାହି ମଧୁବନ ଗଳିର ହିମାଂଶୁ ଶେଖର ପାତ୍ର ଏବଂ ବାଲି ଘାଟ ଅଞ୍ଚଳର ରଂଜନ ରାଉଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.