ETV Bharat / state

5T Secretary Visits Puri: ପୁରୀରେ ପାଣ୍ଡିଆନ, ଶ୍ରୀଜିଉଙ୍କୁ କଲେ ଦର୍ଶନ

author img

By

Published : Feb 5, 2022, 9:49 AM IST

Updated : Feb 5, 2022, 2:48 PM IST

ମହାପ୍ରଭୁଙ୍କ ଦର୍ଶନ କଲେ 5ଟି ସଚିବ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଅଧିକ ପଢ଼ନ୍ତୁ

vk pandian visit puri jagannath temple on vasant panchami
ମହାପ୍ରଭୁଙ୍କୁ ଦର୍ଶନ କଲେ 5ଟି ସଚିବ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ 5ଟି ସଚିବ ଭିକେ ପାଣ୍ଡିଆନ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ସିଂହଦ୍ଵାର ଠାରୁ ଆରମ୍ଭ କରି ଉତ୍ତରଦ୍ବାର ପର୍ଯ୍ୟନ୍ତ ପରିକ୍ରମା କରି ଅନୁଧ୍ୟାନ କରିଛନ୍ତି ଏବଂ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

5T Secretary Visits Puri: ପୁରୀରେ ପାଣ୍ଡିଆନ, ଶ୍ରୀଜିଉଙ୍କୁ କଲେ ଦର୍ଶନ

ତେବେ 5ଟି ସଚିବ ପ୍ରତି ଶନିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ହେଲେ ଆଜି ବସନ୍ତ ପଞ୍ଚମୀରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ପଦ୍ମବେଶର ଓଲାଗି ହଂସ ତାଙ୍କୁ ପ୍ରଦାନ କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 5, 2022, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.