ETV Bharat / state

3 ଲୁଟେରା ଗିରଫ, ମୋବାଇଲ ଓ ବାଇକ ଜବତ

author img

By

Published : Feb 21, 2021, 8:18 PM IST

ଭୁବନେଶ୍ବର ଓ ପୁରୀ ଜଟଣୀ ରାସ୍ତାରେ ରାତିରେ ଲୋକଙ୍କୁ ଲୁଟୁଥୁବା ଲୁଟେରାଙ୍କୁ ଗିରଫ କଲା ପିପିଲି ପୋଲିସ । ଅଧିକ ପଢନ୍ତୁ....

3 ଲୁଟେରା ଗିରଫ, ମୋବାଇଲ ଓ ବାଇକ ଜବତ
3 ଲୁଟେରା ଗିରଫ, ମୋବାଇଲ ଓ ବାଇକ ଜବତ

ପୁରୀ: ଭୁବନେଶ୍ବର ଓ ପୁରୀ ଜଟଣୀ ରାସ୍ତାରେ ରାତିରେ ଅନ୍ଧାରର ସୁଯୋଗ ନେଇ ଲୋକଙ୍କୁ ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ପିପିଲି ପୋଲିସ ଧରିବାରେ ସଫଳ ହୋଇଛି। 3 ଜଣ ଲୁଟେରାକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଫୋନ ସମେତ ଏକ ବାଇକ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ହେଲେ ଡେଲାଙ୍ଗ ଅଞ୍ଚଳର ଲଲଟେନ୍ଦୁ ଭୋଇ , ଚନ୍ଦନ ଭୋଇ ଏବଂ ସୂର୍ଯ୍ୟକାନ୍ତ ସୁବୁଦ୍ଧି। ଦିର୍ଘଦିନ ହେବ ଏମାନେ ଲୁଟ ପାଟ କରୁଥିବା ବେଳେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଅଭିଯୁକ୍ତ ଘର ଉପରେ ଚଢାଉ କରି 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.