ETV Bharat / state

ନାଥପୁର ବସ୍ତି ପୋଡି: 13 ଜଣଙ୍କୁ କୋର୍ଟଚାଲାଣ, ପୋଲିସର ଚଢ଼ାଉ ଜାରି

author img

By

Published : Nov 11, 2021, 10:28 PM IST

ପୁରୀ ଜିଲ୍ଲା ସାତପଡ଼ା ନାଥପୁର ଭୋଇ ସାହି ବୋମା ମାଡ଼ ଓ ବସ୍ତି ପୋଡି ଘଟଣାରେ ବ୍ରହ୍ମଗିରି ଥାନା 13 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ନାଥପୁର ବସ୍ତି ପୋଡି: 13 ଜଣଙ୍କୁ କୋଟ ଚାଲାଣ, ପୋଲିସର ଚଢ଼ାଉ ଜାରି

ବ୍ରହ୍ମଗିରି: ପୁରୀ ଜିଲ୍ଲା ସାତପଡ଼ା ନାଥପୁର ଭୋଇ ସାହି ବୋମା ମାଡ଼ ଓ ବସ୍ତି ପୋଡି ଘଟଣାରେ ବ୍ରହ୍ମଗିରି ଥାନା 13 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଉଭୟ ପକ୍ଷର ଏତଲାକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଭୋଇ ସାହି ପକ୍ଷରୁ 3 ଜଣ ଏବଂ 35 ମୌଜା ପକ୍ଷରୁ 10 ଜଣଙ୍କୁ ଗିରଫ କରିଛି ।

ଆଗାମୀ ଦିନରେ ଦୁଇ ପକ୍ଷର ଆହୁରି କିଛି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁରୀ ସଦର SDPO କିଶୋର କୁମାର ମୁଣ୍ଡ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଏବେ ପୋଲିସ ମୁତୟନ ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.