ETV Bharat / state

ନୂଆପଡାରେ ଚାଞ୍ଚଲ୍ୟ, ବାପାକୁ ହତ୍ୟା କରି ଆତ୍ମହତ୍ୟା କଲା ପୁଅ

author img

By

Published : Dec 22, 2019, 9:20 PM IST

Updated : Dec 22, 2019, 9:27 PM IST

ପୁଅ ଭୁଲିଲା ବାପାର ସ୍ନେହ । ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିବା ପରେ ପ୍ରାଣ ହାରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

MURDER
ନୂଆପଡାରେ ଚାଞ୍ଚଲ୍ୟ, ବାପାକୁ ହତ୍ୟା କରି ଆତ୍ମହତ୍ୟା କଲା ପୁଅ

ନୂଆପଡା: ନିଶାସକ୍ତ ପୁଅର ଉନ୍ମତ କାଣ୍ଡ । ବାପାକୁ ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରାଣ ହାରିଛି ପୁଅ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟସ୍ଥ ଗାଟିବେଡା ଗାଁରେ ।

MURDER
ନୂଆପଡାରେ ଚାଞ୍ଚଲ୍ୟ, ବାପାକୁ ହତ୍ୟା କରି ଆତ୍ମହତ୍ୟା କଲା ପୁଅ

ମୃତକ ବାପା ପୁଅ ହେଲେ ରାମସିଂ ଭୋଇ ଓ ଦେବ ଭୋଇ । ସୂଚନା ଅନୁସାରେ, ପୁଅ ଦେବ ନିଶାସକ୍ତ ଅବସ୍ଥାରେ କୌଣସି କାରଣକୁ ବାପାକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପରେ ମାନସିକ ଭାରସାମ୍ୟ ହରାଇ ନିଜେ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟ ରେ ଅଘଟଣ । 26 ବର୍ଷିଆ ପୁଅ ନିଜ 60 ବର୍ଷ ର ବାପା ଙ୍କୁ ଟାଙ୍ଗିଆରେ ହାଣୀ ନିର୍ମମ ଭାବରେ ହତ୍ୟା କରିବା ପରେ ନିଜେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଖବର ଈଟିଭି ଭାରତ ହାତରେ ହସ୍ତଗତ ହୋଇଛି । ସୂଚନା ମତେ ସୁନାବେଡା ଅଭୟାରଣ୍ୟ ସ୍ଥିତ ଗାତିବେଡା ଗାଁର ଦେବ ଭୋଇ ନାମକ ଯୁବକ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ନିଜବାପା 60 ବର୍ଷର ରାମସିଂ ଭୋଇ ଙ୍କୁ ଅତି ନିର୍ମ୍ମମ ଭାବରେ ହତ୍ୟା କରିଛି । ପରେ ଭାରସାମ୍ୟ ହରାଇ ନିଜେ ନିକଟସ୍ଥ ଗଛଅରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ କୋମନା ପୋଲିସ ତଦନ୍ତ ଚଳାଇ ଥିବା ଜଣାପଡିଛି । Body:ସConclusion:ସସ
Last Updated : Dec 22, 2019, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.