ETV Bharat / state

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନରକଙ୍କାଳ ଉଦ୍ଧାର, ଘଟଣାସ୍ଥଳରୁ ଚପଲ-ପୋଷାକ ଜବତ - Nuapada news

ନୂଆପଡା ଜିଲ୍ଲା ଢେଙ୍କିକୁଟ ଜଙ୍ଗଲରୁ ଗଳିତ ନରକଙ୍କାଳ ଉଦ୍ଧାର । ଜବତ ନର କଙ୍କାଳ ସ୍ଥାନୀୟ ଅଞ୍ଚଳର ହୋଇନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କାରଣ ଖୋଜୁଛି ପୋଲିସ ।

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା
author img

By

Published : Oct 19, 2019, 9:22 AM IST

ନୂଆପଡା: ଖଡିଆଳ ଥାନା ଲାଞ୍ଜି ଗ୍ରାମ ଢେଙ୍କିକୁଟ ଜଙ୍ଗଲରୁ ଗଳିତ ନର କଙ୍କାଳ ଉଦ୍ଧାର ହୋଇଛି । ଜବତ ନର କଙ୍କାଳର ପରିଚୟ ଜଣାପଡିନଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନାନୁଯାୟୀ, ଲାଞ୍ଜିଗଡ ଗ୍ରାମ ନିକଟସ୍ଥ ଢେଙ୍କିକୁଟ ଜଙ୍ଗଲକୁ ସ୍ଥାନୀୟ ଲୋକ ଜାଳେଣୀ କାଠ ପାଇଁ ଯାଇଥିଲେ । ଏହି ସମୟରେ ଜଙ୍ଗଲରେ ଥିବା ଗୋଟିଏ ଗଛରେ ଏକ ନର କଙ୍କାଳ ଝୁଲୁଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକେ ତୁରନ୍ତ ଏସମ୍ପର୍କରେ ଖଡିଆଳ ପୋଲିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ନୂଆପଡା

ତେବେ ଗଛରେ ଝୁଲୁଥିବା କଙ୍କାଳ ମୁଣ୍ଡ ଛିଣ୍ଡି ତଳେ ପଡିଥିବାବେଳେ ଉକ୍ତ ସ୍ଥାନ ନିକଟରୁ ଚପଲ, ପୋଷାକ ଏବଂ ଗଣ୍ଡି ମୁଣ୍ଡ ଜବତ କରିଛି ପୋଲିସ । ମୃତକ ସ୍ଥାନୀୟ ଅଞ୍ଚଳର ହୋଇନଥିବାବେଳେ ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ଥାନା ଲାଞ୍ଜି ଗ୍ରାମ ଢେଙ୍କିକୁଟ ଜଙ୍ଗଲରୁ ଖଡ଼ିଆଳ ପୋଲିସ ଦ୍ୱାରା ଗଳିତ ନର କଙ୍କାଳ ଜବତ । ଶୁଚନା ମତେ ଲାଞ୍ଜି ଗ୍ରାମ ନିକଟସ୍ଥ ଢେଙ୍କିକୁଟ ଜଙ୍ଗଲ କୁ ସ୍ଥାନିୟ ଲୋକେ ଜାଳେଣି କାଠ ପାଇଁ ଯାଇଥିଲେ । ଜଙ୍ଗଲରେ ବୁଲୁ ଥିବା ବେଳେ , ଗୋଟିଏ ଗଛରେ ଏକ ନର କଙ୍କାଳ ଝୁଲୁ ଥିବା ଦେଖି ଗାଁ ଲୋକ ଙ୍କୁ ଖବର ଦେଇ ଥିଲେ । ଗାଁ ଲୋକେ ଦେଖିବା ପରେ ଖଡ଼ିଆଳ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଖଡ଼ିଆଳ ପୋଲିସ ଢେଙ୍କିକୁଟ ଜଙ୍ଗଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେଠାରେ କଙ୍କାଳ ଗଛରେ ଝୁଲୁଥିବା ବେଳେ ମୁଣ୍ଡ ଛିଣ୍ଡି ତଳେ ପଡି ଥିବା ଅବସ୍ଥାରେ ପୋଲିସ ଦେଖିବାକୁ ପାଇଛି । ସେହିଭଳି କଙ୍କାଳ ର ଚପଲ , ପୋଷାକ ଏବଂ ମୁଣ୍ଡ ଗଣ୍ଡି ଜବତ କରିଛି । ଘଟଣା ଟି ହତ୍ୟା ନା ଆତ୍ମ ହତ୍ୟା ଜାଣିବା ପାଇଁ ଖଡ଼ିଆଳ ପୋଲିସ ର ଅଧିକ ତଦନ୍ତ ଚାଲିଛି । ହେଲେ ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାବେଳେ, କଅଣ ପାଇଁ ଏଭଳି ଘଟଣା ଘଟିଛି ଏଯାଏଁ କାରଣ ଅସ୍ପଷ୍ଟ ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.