ETV Bharat / state

ଝଡରେ ଝଡିଗଲା ଗୋଟିଏ ପରିବାରର 2 ଜୀବନ - nuapada

ଝଡତୋଫାନର କରାଳ ରୁପ । ଗଛତଳେ ଚାପିହୋଇ ଗୋଟିଏ ପରିବାରର ୨ ମୃତ ଓ ଜଣେ ଗୁରୁତର ।

ଫଟୋ ସୌଜନ୍ୟ: ପ୍ରତିନିଧି ନୂଆପଡା
author img

By

Published : Apr 20, 2019, 10:17 AM IST

ନୂଆପଡା: ଝଡତୋଫାନର କରାଳ ରୁପ । ଗଛତଳେ ଚାପିହୋଇ ଗୋଟିଏ ପରିବାରର ୨ ମୃତ ଓ ଜଣେ ଗୁରୁତର । ଏଭଳି ଘଟଣା ଜୋଙ୍କ ଥାନା ଭଣ୍ଡାରପୁରି ଗାଁରେ ଘଟିଛି । ମୃତକ ଦୁଇ ଜଣ ହେଲେ ମା ଓ ଝିଅ ଗଣେଶୀ ତାଣ୍ଡି, ତୁଳସୀ କୁମାରୀ ତାଣ୍ଡି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୂଆପଡା

ଖବର ଅନୁଯାୟୀ, ରାତିରେ ମା ଓ ଝିଅ ଗୋଟିଏ ଘରେ ଶୋଇଥିବା ବେଳେ ବାପା ପୁନିତରାମ ତାଣ୍ଡି ଅନ୍ୟ ଏକ କୋଠରିରେ ଶୋଇଥିଲେ । କାଳବୈଶାଖିରେ ପାଖରେ ଥିବା ପିପଳି ଗଛ ଘର ଉପରେ ପଡିଯାଇଥିଲା। ଯେଉଁଥିରେ ଘର ଭିତରେ ୩ ଜଣ ଚାପି ହୋଇଯାଇଥିଲେ ।

ଘଟଣା ବିଷୟରେ ଖବରପାଇ ଜୋଙ୍କ ପୋଲିସ ସହ ଖରିଆର ରୋଡ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ଅବସ୍ଥାରେ ପୁନିତକୁ ଉଦ୍ଧାର କରି ନୂଆପଡା ଚିକିତ୍ସାଳୟ ପଠାଇଥିଲେ । ହେଲେ ଘଟଣାସ୍ଥଳରେ ମା, ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୫୮ ନ°ବୁଥ କେ.ନାରାୟଣପୁର ବୁଥରେ ଉତ୍ତୋଜନା ଦେଖିବାକୁ ମିଳିଥିଲା ।ସକାଳୁ ମତଦାନ ଆରମ୍ଭ ପରେ ବୁଥ ରେ ଦୁଇ ଦୁଇ ଥର ଇଭିଏମ୍ ଏବ°ଭିଭିପାର୍ଟ ମେସିନ ଖରାଫ ରହିଥିବାରୁ ବହୁ ସମୟ ଧରି ଅପେକ୍ଷା କରି ରହିଥିବା ସ୍ଥାନୀୟ ଭୋଟର ପୋଲିସ ଟିମ ପହଞ୍ଚି ବୁଥ ଚାରିପଟେ ରହିଥିବା ଲୋକଙ୍କୁ ଘଉଡାଇବା ବେଳେ ଉତ୍ତ୍ୟକ୍ତ ଲୋକେ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିବା ବେଳେ କିଛି ସମୟ ପାଇଁ ସ°ପୂର୍ଣ୍ଣ ବୁଥରେ ଉତ୍ତୋଜନା ପରିସ୍ଥିତି ଦେଖାଦେଇଥିଲା । ସ୍ଥାନୀୟ ଲୋକେ ପୋଲିସ ର ବିନା କାରଣରେ ମୃଦୁ ଲାଠି ଚାଳଣା କୁ ବିରୋଧ କରିଥିଲେ।କିଭଳି ରହିଥିଲା ପରିସ୍ଥିତି ଆପଣ ଦେଖୁଛନ୍ତି ଇଟିଭି ଭାରତର ଏକ୍ସକ୍ଲୁସିଭ୍ ଭିଜୁଆଲ....
ବାଇଟ୍-ସ୍ଥାନୀୟ ବାସିନ୍ଦା
ବାଇଟ୍-ସ୍ଥାନୀୟ ବାସିନ୍ଦା
ବାଇଟ୍-ସ୍ଥାନୀୟ ବାସିନ୍ଦା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.