ETV Bharat / state

ନୂଆପଡାରେ 4ର୍ଥ ଦିନ ଲକଡାଉନର ପ୍ରଭାବ

author img

By

Published : Mar 27, 2020, 4:39 PM IST

ରାସ୍ତାଘାଟ ଜନଶୁନ୍ୟ ହୋଇ ପଡିଥିବାବେଳେ ଦୋକାନ ବଜାର ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ଲୋକଙ୍କ ସୁରକ୍ଷା ଓ ଶୃଙ୍ଖଳା ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

lockdown
ରାସ୍ତାଘାଟ ଜନଶୁନ୍ୟ

ନୂଆପଡା: କୋରୋନାକୁ ନେଇ ଭାରତ ସମେତ ସାରା ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ଶୁକ୍ରବାର ଲକଡାଉନର ତୃତୀୟ ଦିନରେ ନୂଆପଡା ଜିଲ୍ଲାବ୍ୟାପି ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁକିଛି ଖାଁ ଖାଁ ଲାଗୁଛି । ରାସ୍ତାଘାଟ ଜନଶୁନ୍ୟ ହୋଇ ପଡିଥିବାବେଳେ, ଦୋକାନ ବଜାର ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ଲୋକଙ୍କ ସୁରକ୍ଷା ଓ ଶୃଙ୍ଖଳା ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାତାୟତ କରୁଥିବା ଲୋକଙ୍କୁ ପୋଲିସ ପକ୍ଷରୁ ଵିଭିନ୍ନ ସ୍ଥାନରେ କଡାକଡି ଚେକିଙ୍ଗ କରାଯାଉଛି । ଅତି ଜରୁରୀକାଳୀନ କାମ ନଥିଲେ ପଥଚାରୀମାନଙ୍କୁ ଛାଡୁନାହିଁ ପୋଲିସ । ଶୁକ୍ରବାର ଲକଡାଉନର ଚତୁର୍ଥ ଦିନରେ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଜିଲ୍ଲା ସଦର ମହୁକମା ଠାରୁ 120 କିଲୋମିଟର ଦୂର ଓଡିଶା ଛତିଶଗଡ଼ କୁସୁମଜୋର ସୀମାନ୍ତରେ ପହଞ୍ଚିଛନ୍ତି ଆମ ନୂଆପଡା ପ୍ରତିନିଧି ମୋତିଲାଲ ବାଗ । ନଜର ପକାନ୍ତୁ ସୀମାନ୍ତରେ ଲକଡାଉନର ତାଜା ଅପଡେଟ ଉପରେ ।

3ୟ ଦିନ ଲକଡାଉନର ପ୍ରଭାବ

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.