ETV Bharat / state

ଜନସଚେତନତା ଅଭିଯାନ ଜରିଆରେ ଲୋକଙ୍କୁ କୋଭିଡ ସଚେତନ ବାର୍ତ୍ତା ଦେଉଛି ବିଜେଡି - nuapada latest news

ନୂଆପଡା ଜିଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ବରିଷ୍ଠ ନେତା ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ଜନସଚେତନତା ଅଭିଯାନ । ଲୋକଙ୍କ ହିତ ସାଧନ ପାଇଁ ଜନସଚେତନତା ଅଭିଯାନକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ ।

ଜନସଚେତନତା ଅଭିଯାନ ଜରିଆରେ ଲୋକଙ୍କୁ କୋଭିଡ ସଚେତନ ବାର୍ତ୍ତା ଦେଉଛି ବିଜୁଜନତା ଦଳ

author img

By

Published : Nov 10, 2020, 8:41 PM IST

ନୂଆପଡା: ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ବରିଷ୍ଠ ନେତା ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ଆଜି(ମଙ୍ଗଳବାର) ଜନସଚେତନତା ଅଭିଯାନ ସିନାପାଲି ବ୍ଲକ କାପସି ଗାଁରେ ପହଞ୍ଚିଛି। କାପସି, ସିନାପାଲି,ଗୋଡାଲ,କୋଟାମାଲ,ବ୍ରହ୍ମପିରୁଡ଼ା, କସେଇପାଣି,କୁସୁମଜୋର ଆଦି ଗ୍ରାମ ଗୁଡିକରେ ଜନସଚେତନତା ଅଭିଯାନ ଜରିଆରେ ଲୋକଙ୍କୁ କୋଭିଡ ସଚେତନ ବାର୍ତ୍ତା ଦେଇଛି ବିଜୁଜନତା ଦଳ।

ଜନସଚେତନତା ଅଭିଯାନ ଜରିଆରେ ଲୋକଙ୍କୁ କୋଭିଡ ସଚେତନ ବାର୍ତ୍ତା ଦେଉଛି ବିଜୁଜନତା ଦଳ

ଅଭିଯାନ ଅକ୍ଟୋବର 2 ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଚଳିତ ନଭେମ୍ବର ମାସ 2 ତାରିଖରେ ଉଦଘାଟିତ ହେବାର ନିର୍ଦ୍ଦେଶ ଥିଲା। ହେଲେ ଶୀତଋତୁ ହେବାରୁ ମହାମାରୀ କୋଭିଡ ବ୍ୟାପିବାର ଆଶଙ୍କା କୁ ଏଡାଇ ଦିଆଯାଇନପାରେ। ଯାହାଫଳରେ ଲୋକଙ୍କ ହିତ ସାଧନ ପାଇଁ ଜନସଚେତନତା ଅଭିଯାନକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଲମ୍ବୋଦର ନିଆଲ ପ୍ରକାଶ କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.