ETV Bharat / state

ଖଡ଼ିଆଳ ବନଖଣ୍ଡରେ ପକ୍ଷୀ ଗଣନା ଆରମ୍ଭ - ପକ୍ଷୀ ଗଣନା ଆରମ୍ଭ

ଖଡ଼ିଆଳ ବନଖଣ୍ଡ ବିଭାଗ ପକ୍ଷରୁ ଶକ୍ରବାର ସକାଳ 6ଟାରୁ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା । 24ଟି ଟିମ୍ ବିଭିନ୍ନ ଅଞ୍ଚଳରେ ପକ୍ଷୀ ଗଣନା କାଯ୍ୟରେ ନିୟୋଜିତ ରହିଛନ୍ତି ।

banakhand
banakhand
author img

By

Published : Jan 4, 2020, 3:52 AM IST

ନୂଆପଡା: ଖଡ଼ିଆଳ ବନଖଣ୍ଡ ବିଭାଗ ପକ୍ଷରୁ ଶକ୍ରବାର ସକାଳ 6ଟାରୁ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା । ସୂଚନା ଅନୁଯାୟୀ ଜିଲ୍ଲାରେ 24ଟି ଟିମ୍ ବିଭିନ୍ନ ଅଞ୍ଚଳରେ ପକ୍ଷୀ ଗଣନା କାଯ୍ୟରେ ନିୟୋଜିତ ରହିଛନ୍ତି ।

ଖଡ଼ିଆଳ ବନଖଣ୍ଡରେ ପକ୍ଷୀ ଗଣନା ଆରମ୍ଭ

ଏହି 24ଟି ଦଳର ରିପୋର୍ଟ ଆସିବାପରେ ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡରେ କେତେ ପକ୍ଷୀ ଅଛନ୍ତି ଜଣାପଡିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବନଖଣ୍ଡ ବିଭାଗ ପକ୍ଷରୁ ଶକ୍ରବାର ସକାଳ 6 ଘଣ୍ଟା ସମୟରୁ ଜାତୀୟ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ଜ଼ୀଲ୍ଲା ରେ 24 ଗୋଟି ଦଳ ବିଭିନ୍ନ ଅଂଚଳରେ ପକ୍ଷୀ ଗଣନା କାଯ୍ୟରେ ନିୟୋଜିତ ଥିବା ଶୁଚନା ମିଳିଛି । 24 ଗୋଟି ଦଳର ରିପୋଟ ଆସିବାପରେ ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବନଖଣ୍ଡରେ କେତେ ପକ୍ଷୀ ଅଛନ୍ତି ଜଣାପଡିବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.