ETV Bharat / state

କୋରୋନା ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି ସମାଜସେବୀ ଜିତେନ୍ଦ୍ର - coronavirus latest news

ନୂଆପଡା ଲକଡାଉନ ଦ୍ବିତୀୟ ଦିନରେ ଜିଲ୍ଲାର ଖରିଆରରେ ମହାମାରୀ କୋରୋନାକୁ ନେଇ ଲୋକଙ୍କୁ ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି ସମାଜସେବୀ ଜିତେନ୍ଦ୍ର ନାଥ ପଟ୍ଟନାୟକ । ନିଜ ମୋଟର ସାଇକଲେ ପୋଷ୍ଟର ବାନ୍ଧି ଗାଁ ଗାଁ ବୁଲ ଲୋକଙ୍କୁ ଏହି ମହାମାରୀ ସମ୍ଫର୍କରେ ସଚେତନ କରୁଛନ୍ତି। ଅଧିକ ପଢନ୍ତୁ....

secound-day-lockdown-in-nuapada-people-cooperate
କୋରୋନା ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି ସମାଜସେବୀ ଜିତେନ୍ଦ୍ର
author img

By

Published : Mar 26, 2020, 12:01 PM IST

ନୂଆପଡା: ମହାମାରୀ କୋରୋନା ସାରା ବିଶ୍ବରେ ଆତଙ୍କ ଖେଳାଇଛି । କୋରୋନାକୁ ରୋକିବା ପାଇଁ ଭାରତ ସରକାର ଲକଡାଉନ ଘୋଷଣା କରିଛନ୍ତି । ଓଡିଶା ସରକାର ମଧ୍ୟ ସମସ୍ତ ଜିଲ୍ଲାକୁ ଲକ ଡାଉନ କରିଛନ୍ତି । ନୂଆପଡାକୁ ଲକଡାଉନ କରାଯାଇଛି ଏଠାରେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଛି । ପ୍ରତ୍ୟକ ଲୋକ ନିଜ ନିଜ ଘରେ ରହୁଛନ୍ତି । କୋରୋନାକୁ ମୁକାବିଲା କରିବାପାଇଁ ସାରା ଭାରତକୁ 21 ଦିନ ପାଇଁ ଲକଡାଉନ କରାଯାଇଛି ।

କୋରୋନା ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି ସମାଜସେବୀ ଜିତେନ୍ଦ୍ର

ନୂଆପଡା ଜିଲ୍ଲାର ଖଡିଆରରେ ମହାମାରୀ କୋରୋନାକୁ ନେଇ ଲୋକଙ୍କୁ ସଚେତନର ବାର୍ତ୍ତା ବାଣ୍ଟୁଛନ୍ତି ସମାଜସେବୀ ଜିତେନ୍ଦ୍ର ନାଥ ପଟ୍ଟନାୟକ । ନିଜ ମୋଟର ସାଇକେଲ ପୋଷ୍ଟର ବାନ୍ଧି ଗାଁ ଗାଁ ବୁଲ ଲୋକଙ୍କୁ ଏହି ମହାମାରୀ ସମ୍ଫର୍କରେ ସଚେତନ କରୁଛନ୍ତି। ଲୋକଙ୍କୁ ହାତକୁ ସ୍ବଚ୍ଛ ରଖିବା, ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ବିଷୟରେ ସଚେତନ କରୁଛନ୍ତି । ଏହା ବ୍ୟତୀତ ବିଦେଶ ବା ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କ ସଠିକ ତଥ୍ୟ ମିଳିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ସମସ୍ତେ ଏକତ୍ରିତ ଭାବରେ ସାମାଜିକ ଦୂରତା ଅବଲମ୍ବନ କରି ପରସ୍ପରକୁ ସାହାଯ୍ୟ ହେଲେ ମହାମାରୀ କୋରୋନାକୁ ରୋକିପାରିବା ବୋଲି ସମାଜ ସେବୀ ଜିତେନ୍ଦ୍ର ନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ତାଙ୍କ ସହିତ ଆମ ନୂଆପଡା ପ୍ରତିନିଧି ମୋତିଲାଲ ବାଗଙ୍କ ସିଧାସଳଖ ଆଲୋଚନା କରିଛନ୍ତି ଦେଖନ୍ତୁ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.