ETV Bharat / state

ସର୍ଟସର୍କିଟରେ ପୂଜାଭଣ୍ଡାର ଭସ୍ମୀଭୂତ

ପୂଜା ଭଣ୍ଡାରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ଭସ୍ମୀଭୂତ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି ।

author img

By

Published : Oct 31, 2019, 12:09 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା

ନୂଆପଡା: ଖଡ଼ିଆଳ କୋଶଲେଶ୍ବର ମନ୍ଦିର ନିକଟସ୍ଥ ପୂଜା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ପାଉଁଶ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ନୂଆପଡା

ସୂଚନା ଅନୁଯାୟୀ ଆଜି ସକାଳେ ଦୋକାନ ମାଲିକ ହିମାଂଶୁ ପ୍ରସାଦ ବେହେରା ଦୋକାନ ଖୋଲିବାକୁ ଆସିଥିବାବେଳେ , ହଠାତ ଆଖି ପିଛୁଳାକେ ଦୋକାନରେ ନିଆଁ ଲାଗିଯାଇଥିଲା । ଖବର ପାଇ ଖଡ଼ିଆଳ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ପ୍ରାଥମିକ ତଦନ୍ତରେ ପୂଜା ଦୋକାନରେ ଇଲେକ୍ଟ୍ରିକାଲ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ କୋଶଲେଶ୍ୱର ମନ୍ଦିର ନିକଟସ୍ଥ କୋଶଲେଶ୍ୱର ପୂଜା ସାମଗ୍ରୀ ଦୋକାନ ରେ ଅଗ୍ନ୍ନି କାଣ୍ଡ । ଲକ୍ଷାଧିକ ମୂଲ୍ୟ ର ପୂଜା ସାମଗ୍ରୀ ଭସ୍ମୀଭୂତ । ଆଜି ସକାଳେ ଦୋକାନ ମାଲିକ ହିମାଂଶୁ ପ୍ରସାଦ ବେହେରା ଦୋକାନ ଖୋଲିବାକୁ ଆସିଥିବାବେଳେ , ହଠାତ ଆଖି ପିତୁଳା କେ ଦୋକାନରେ ନିଆଁ ଲାଗିଯାଇଥିଲା । ଖବର ପାଇ ଖଡ଼ିଆଳ ଦମକଳ ବାହିନୀ ଆସି ନିଆକୁ ଲିଭାଇବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ପ୍ରାଥମିକ ତଦନ୍ତ ରେ ଇଲେକ୍ଟ୍ରିକାଲ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି ।Body:XConclusion:Xx
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.