ETV Bharat / state

ନୂଆପଡାରେ ନବୀନ, ବିଜେଡି ବିଜୟକୁ ନେଇ ଦୃଢୋକ୍ତି - one two one

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ସୋମବାର ନୂଆପଡା ଜିଲ୍ଲା ଗସ୍ତ କରି ଖଡିଆଳ, ସିନାପାଲି ଦେଇ ପଡୋଶୀ କଳାହାଣ୍ଡି ଜିଲ୍ଲା ଫେରିଯାଇଛନ୍ତି । ପ୍ରଥମେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ୭୧ ନୂଆପଡା ନିର୍ବାଚନ ମଣ୍ଡଳୀ ତରବୋଡ ଖେଳପଡିଆଠାରେ ଅବତରଣ କରି ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Apr 8, 2019, 10:33 PM IST

ନୂଆପଡା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ସୋମବାର ନୂଆପଡା ଜିଲ୍ଲା ଗସ୍ତ କରି ଖଡିଆଳ, ସିନାପାଲି ଦେଇ ପଡୋଶୀ କଳାହାଣ୍ଡି ଜିଲ୍ଲା ଫେରିଯାଇଛନ୍ତି । ପ୍ରଥମେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ୭୧ ନୂଆପଡା ନିର୍ବାଚନ ମଣ୍ଡଳୀ ତରବୋଡ ଖେଳପଡିଆଠାରେ ଅବତରଣ କରି ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଆୟୋଜିତ ସଭାରେ ନୂଆପଡାବାସୀଙ୍କୁ କୃତଜ୍ଞତା ଜଣାଇ ୭୧ ନୂଆପଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାପାଇଁ ନିବେଦନ କରିଛନ୍ତି ।

ଏହାପରେ ହେଲିକପ୍ଟର ଯୋଗେ ୭୨ ଖଡିଆଳ ନିର୍ବାଚନ ମଣ୍ଡଳୀ ମୁକ୍ତାପୁର ଗାଁ ଖେଳପଡିଆ ଠାରେ ଅବତରଣ କରି ମାରାଥନ ଭୋଟ ପ୍ରଚାର କରିଛନ୍ତି । ସେଠାରେ ଦଳୀୟ ନେତା ଓ କର୍ମୀ ଆଦିବାସୀ ନୃତ୍ୟର ତାଳେ ତାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଵାଗତ କରିଥିଲେ ।

ତେବେ ବିଜେଡି ବିଜୟୀ ହେବାପରେ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରିବେ ବୋଲି କହିଛନ୍ତି ।

ତେବେ ଏନେଇ ଖଡିଆଳ ବିଧାନସଭା ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ସହ ଆମ ଇଟିଭି ଭାରତ ପ୍ରତିନିଧି ମୋତିଲାଲ ବାଗ ସିଧାସଳଖ ଆଲୋଚନା କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାର ଓ କରିନା କପୁର ଖାନ ଖୁବଶିଘ୍ର ଗୁଡନ୍ୟୁଜ ଦେବାକୁ ଯାଉଛନ୍ତି। ଫିଲ୍ମଟି ଦେଖିବାକୁ ଅପେକ୍ଷା କରିଥିବା ଫ୍ୟାନ୍ସମାନଙ୍କୁ ଅକ୍ଷୟ ଏହାର ସୁଟିଂ ସରିଛି ବୋଲି କହିବାକୁ ଆପଣେଇଛନ୍ତି ଗୋଟିଏ ନୂଆ ଉପାୟ। ଯାହାର ଭିଡିଓ ଦେଖି ଦର୍ଶକ ହସିହସି ବେଦମ।

ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟା କରିଛନ୍ତି, ଯେଉଁଥିରେ ଅଭିନେତା ଦିଲଜୀତ ଦୋସଞ୍ଜ ପାଟି ଦ୍ବାରା ରହିରହି ଆମ୍ବୁଲାନ୍ସ ସାଇରନର ଆବାଜ ବାହାର କରୁଛନ୍ତି। ଆଉ ତାଙ୍କ ସହ ଟିକେପରେ ମିଶିଛନ୍ତି ଅକ୍ଷୟ ଆଉ ଆରମ୍ଭ କରିଛନ୍ତି ସାଇରନ ବଜାଇବା। ଅକ୍ଷୟଙ୍କ ପରେ ସେମାନଙ୍କୁ ଆସି ଯୋଗ ଦେଇଛନ୍ତି ଅଭିନେତ୍ରୀ କରିନା କପୁର ଖାନ ଓ କିୟାରା ଆଡଭାଣୀ।

ତେବେ ଏହି ଭିଡିଓଟି ବେଶ ମଜାଦାର ଥିବାବେଳେ ଶୀର୍ଷରେ ଫିଲ୍ମର ସୁଟିଂ ସରିବା ଓ ଏହାର ରିଲିଜ ଡେଟ ବିଷୟରେ ମଧ୍ୟ ଜାଣିବାକୁ ପାଇଛନ୍ତି ଦର୍ଶକ। ଭିଡିଓଟି ଗୁଜନ୍ୟୁଜ ଆସିବା ପାଇଁ ଆମ୍ବୁଲାନ୍ସ ସାଇରନ ବାଜୁଥିବାବେଳେ କିଛି ପ୍ରଶଂସକଙ୍କୁ ଅକ୍ଷୟଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀ କଥା ମଧ୍ୟ ମନେପଡିଯାଇଛି କାରଣ ଫିଲ୍ମରେ ଅକ୍କୀ ଜଣେ ପୋଲିସ ଅଫିସରଙ୍କ ଭୂମିକାରେ ନଜର ଆସିବେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.