ETV Bharat / state

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଖଡିଆଳର ଶତାଧିକ ଚାଷୀ - khadiala farmer

ବିଭିନ୍ନ ସମସ୍ୟାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଖଡିଆଳ ବ୍ଲକର ଶତାଧିକ ଚାଷୀ । ଯଦି ସେମାନଙ୍କ ଦାବି ଗୁଡିକୁ ତୁରନ୍ତ ପୂରଣ କରାନଯାଏ ତେବେ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ :ପ୍ରତିନିଧି, ନୂଆପଡା
author img

By

Published : Aug 9, 2019, 2:16 PM IST

ନୂଆପଡା: ଖଡ଼ିଆଳ ବ୍ଲକ ବଙ୍କାପୁର ଛକ ଠାରେ ବିଭିନ୍ନ ସମସ୍ୟାକୁ ନେଇ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ଏହି ଆନ୍ଦୋଳନରେ ଖଡ଼ିଆଳ ବ୍ଲକ ଖାସବାହାଲ, ଦୁହେଲପଡା ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ସାମିଲ ହୋଇଛନ୍ତି । ସେମାନଙ୍କର ସମସ୍ୟାକୁ ନେଇ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ନୂଆପଡା

2018 ରାଷ୍ଟ୍ରୀୟ କୃଷିବୀମା ଟଙ୍କା ଚାଷୀଙ୍କୁ ତୁରନ୍ତ ପ୍ରଦାନ କରିବା, ନିକଟସ୍ଥ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଖାସବାହାଲ, ଦୋହେଲପଡା ଗ୍ରାମପଞ୍ଚାୟତ ଚାଷ ଜମିକୁ ଜଳଯୋଗାଣ କରିବା ସହ ଇନପୁଟ ସବସିଡି ଅର୍ଥକୁ ତୁରନ୍ତ ପ୍ରଦାନ ଏବଂ କାଳିଆ ସହାୟତା ପ୍ରଦାନ ଭଳି ବିଭିନ୍ନ ଦାବି ପୂରଣ କରିବାକୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯଦି ଜିଲ୍ଲାପ୍ରଶାସନ ସେମାନଙ୍କ ଦାବି ଗୁଡିକୁ ପୂରଣ କରାନଯାଏ ତେବେ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଭବାନୀପାଟଣା ଠାରୁ ଖଡ଼ିଆଳ ମୁଖ୍ୟ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ବଙ୍କାପୁର ଛକ ଠାରେ ଚାଷୀ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ରାସ୍ତା ଅବରୋଧ । ଭବାନୀପାଟଣା ଠାରୁ ଖଡ଼ିଆଳ ମୁଖ୍ୟ ରାସ୍ତା ଗମନା ଗମନ ବାଧାପ୍ରାପ୍ତ । ଅବରୋଧ କରିଛନ୍ତି ଖଡ଼ିଆଳ ବ୍ଲକ ଖାସବାହାଲ , ଦୁହେଲପଡା ଗ୍ରାମପଂଚାୟତ ର ଶତାଧିକ ଚାଷୀ । 2018 ରାଷ୍ଟ୍ରୀୟ କୃଷିବୀମା ଟଙ୍କା ଚାଷୀଙ୍କୁ ତୁରନ୍ତ ପ୍ରଦାନ କରିବା , ନିକଟସ୍ଥ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ରୁ ଖାସବାହାଲ,ଦୋହେଲ ପଡା ଗ୍ରାମପଂଚାୟତ ଚାଷ ଜମିକୁ ଜଳଯୋଗାଣ , କରିବାସହ ଇନପୁଟସବସିଟି ଅର୍ଥ ତୁରନ୍ତ ପ୍ରଦାନ, କାଳିଆ ସହାୟତା ପ୍ରଦାନ ଏଭଳି ଚାଷୀଙ୍କ ବିଭିନ୍ନ ସମସ୍ୟା କୁନେଇ ଚାଷୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଆନ୍ଦୋଳନ କାରୀ ଚାଷୀ ମାନଙ୍କସହ ଆମ ନୂଆପଡା ପ୍ରତିନିଧି ମୋତିଲାଲ ବାଗ ସିଧାସଳଖ ଆଲୋଚନା କରିଛନ୍ତି ।Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.