ETV Bharat / state

ଗରିବ ଆଦିବାସୀଙ୍କୁ ରାସନ ଯୋଗାଇଲେ ନୂଆପଡା ଦଳିତ ଅଧିକାର ମଞ୍ଚ - ନୂଆପଡା ଖବର

ଅସହାୟ ଆଦିବାସୀ ଗରିବଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦେବାକୁ ସମାଡପଦର ଗାଁରେ ପହଞ୍ଚିଲା ନୂଆପଡା ଦଳିତ ଅଧିକାର ମଞ୍ଚ । ଅଧିକ ପଢନ୍ତୁ

Nuapada Dalit Rights Forum provided food to the poor tribals
ଗରିବ ଆଦିବାସୀଙ୍କୁ ରାସନ ଯୋଗାଇଲେ ନୂଆପଡା ଦଳିତ ଅଧିକାର ମଞ୍ଚ
author img

By

Published : Apr 19, 2020, 1:08 AM IST

ନୂଆପଡା: ଅସହାୟ ଆଦିବାସୀ ଗରିବଙ୍କୁ ସହାୟତା ଦେବାକୁ ସମାଡପଦର ଗାଁରେ ପହଞ୍ଚିଲା ନୂଆପଡା ଦଳିତ ଅଧିକାର ମଞ୍ଚ । ଉକ୍ତ ଗାଁରେ ବାସ କରୁଥିବା ଆଦିବାସୀ ଗରିବ ପରିବାରଙ୍କୁ ନିତ୍ୟ ବ୍ୟବହୃତ ରାସନ ସାମଗ୍ରୀ ମଞ୍ଚ ପକ୍ଷରୁ ଯୋଗାଇ ଦିଆଯାଉଛି ।

କୋରୋନା ପ୍ରତିହତ ପାଇଁ ସାରା ରାଜ୍ୟ ଲକଡାଉନ ଥିବା ବେଳେ କାମଧନ୍ଦା ମଧ୍ୟ ବନ୍ଦ ରହିଛି । ଯଦ୍ବାରା ପ୍ରତିଦିନ ରୋଜଗାର କରି ପେଟ ପୋଷୁ ଥିବା ଏହି ଆଦିବାସୀଙ୍କ ସମସ୍ୟା ଜଟିଳ ହୋଇପଡିଛି । ଯାହାକୁ ହୃଦୟଙ୍ଗମ କରିପାରି ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ସହ ତାଙ୍କ ସହଯୋଗୀ ଗଣ ସମାଡ଼ପଦର ଗାଁକୁ ଯାଇ ଡାଲି, ଚିନି, ଚାହାପତି, ସାବୁନ ବଣ୍ଟନ କରିଛନ୍ତି ।

ଗରିବ ଆଦିବାସୀଙ୍କୁ ରାସନ ଯୋଗାଇଲେ ନୂଆପଡା ଦଳିତ ଅଧିକାର ମଞ୍ଚ

ସଭାପତି କମଳ ଚରଣ ତାଣ୍ଡି ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଏଭଳି କାର୍ଯ୍ୟ ପାଇଁ ସମାଡ଼ପଦର ଗାଁର ଗରିବ ଲୋକମାନେ ଧନ୍ୟବାଦ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.