ETV Bharat / state

ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦିନିକିଆ ନୂଆପଡା ଗସ୍ତ - ଅଶୋକ ପଣ୍ଡାଙ୍କ ଦିନିକିଆ ନୂଆପଡା ଗସ୍ତ

ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ରବିବାର ଦିନିକିଆ ନୂଆପଡା ଗସ୍ତ କରି ଫେରିଯାଇଛନ୍ତି । ମନ୍ତ୍ରୀଙ୍କ ଗସ୍ତକୁ ନେଇ ଦଳୀୟ ନେତା ଓ କର୍ମୀ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Aug 19, 2019, 2:37 AM IST

ନୂଆପଡା: ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ରବିବାର ଦିନିକିଆ ନୂଆପଡା ଗସ୍ତ କରି ଫେରିଯାଇଛନ୍ତି । ଗସ୍ତ ସମୟରେ ଖରିଆରରୋଡ , କୋମନା ଏବଂ ଖଡ଼ିଆଳ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା । ମନ୍ତ୍ରୀଙ୍କ ଗସ୍ତକୁ ନେଇ ଦଳୀୟ ନେତା ଓ କର୍ମୀ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଗସ୍ତ ସମୟରେ ନୂଆପଡା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ପତୋରା ଶିବ ମନ୍ଦିରରେ ପୂଜାଅର୍ଚ୍ଚନା କରିବାସହ ନୂଆପଡା ସଦର ବ୍ଲକ ଠାରେ ଅନ୍ଧ ମୁକ ବଧିର ମାନକଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକଲ, ଭିନ୍ନକ୍ଷମ ଭତ୍ତା ବଣ୍ଟନ କରିଛନ୍ତି । ସେହିଭଳି ବରିଷ୍ଠ ନାଗରିକ ମଞ୍ଚ ନୂଆପଡାର କର୍ମକର୍ତ୍ତା ମାନଙ୍କ ସହ ଜ଼ୀଲ୍ଲାର ବିକାଶ ଦିଗରେ ଆଲୋଚନା କରିଛନ୍ତି ।

ଏହାସହ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ଥଇଥାନ କରିବା ସହ, ମଧୁବାବୁ ପେନସନ ଯୋଗାଇଦିଆଯିବା ଏବଂ ନୂଆପଡା ଜିଲ୍ଲାରେ ଏକ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

dh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.