ETV Bharat / state

ବିଦ୍ୟୁତ ଆଘାତରେ ଯୁବକ ମୃତ

ନୂଆପଡା ଜିଲ୍ଲା ବୋଡେନ ଗାଁ ୱେସ୍କୋ ଇଲେକ୍ଟ୍ରି ଷ୍ଟ୍ରକଚରଠାରେ ବିଦ୍ୟୁତ ଆଘାତରେରେ ଜଣେ ଯୁବକଙ୍କ ମୃତ୍ୟୁ ଘଟୁଛି । ମୃତ ଯୁବକ ଜଣଙ୍କ ବୋଡେନ ଗାଁର ନାରାୟଣ ମହାପାତ୍ର (45) ବୋଲି ଜଣାପଡିଛି ।

author img

By

Published : Apr 28, 2019, 9:02 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲା ବୋଡେନ ଗାଁ ୱେସ୍କୋ ଇଲେକ୍ଟ୍ରି ଷ୍ଟ୍ରକଚରଠାରେ ବିଦ୍ୟୁତ ଆଘାତରେରେ ଜଣେ ଯୁବକଙ୍କ ମୃତ୍ୟୁ ଘଟୁଛି । ମୃତ ଯୁବକ ଜଣଙ୍କ ବୋଡେନ ଗାଁର ନାରାୟଣ ମହାପାତ୍ର (45) ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନା ଅନୁଯାୟୀ, ନାରାୟଣ ମହାପାତ୍ର ଜଣେ ଓଲଡିଂ ମେକାନିକ୍ ଭାବେ କାମ କରନ୍ତି । ବୋଡେନ ଗାଁ ୱେସ୍କୋ କାର୍ଯ୍ୟାଳୟଠାରେ ଆଜବେଷ୍ଟର ଓଲ୍ଡିଂ କାମ କରୁଥିବାବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଯାହାଫଳରେ ସେ 10 ଫୁଟ ଉଚ୍ଚରୁ ତଳକୁ ଖସି ପଡିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏପଟେ ମୃତକଙ୍କ ସମ୍ପର୍କୀୟମାନେ ରାସ୍ତା ଉପରେ ଶବରଖି ବୋଡେନ ବସଷ୍ଟାଣ୍ଡ ଠାରେ ରାସ୍ତା ଅବରୋଧ କରିଛନ୍ତି । ଏଥିସହ ସେମାନେ 5ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

ଖବର ପାଇ ବୋଡେନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି । କିନ୍ତୁ ଏପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିନାହିଁ ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.