ETV Bharat / state

ଖଡିଆଳ NAC କୁ ଦୁଇ ଦିନ ସଟଡାଉନ କଲେ ଜିଲ୍ଲାପାଳ - ଖଡିଆଲ ଏନଏସିକୁ ଦୁଇ ଦିନ ସଟଡାଉନ କଲେ ଜିଲ୍ଲାପାଳ

ନୂଆପଡା ଜିଲ୍ଲା ଖଡିଆଳ ଏନଏସିକୁ ଦୁଇ ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । କୋରୋନା ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏ ଭଳି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ଖଡିଆଳ ଏନଏସିକୁ ଦୁଇ ଦିନ ସଟଡାଉନ କଲେ ଜିଲ୍ଲାପାଳ

author img

By

Published : Aug 26, 2020, 6:47 PM IST

ନୂଆପଡା: ଖଡିଆଳ ଏନଏସିକୁ ଦୁଇ ଦିନ ସଟଡାଉନ କଲେ ଜିଲ୍ଲାପାଳ । ନୂଆପଡା ଜିଲ୍ଳାପାଳ ମଧୁସ୍ମିତା ସାହୁଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ ଖଡ଼ିଆଳ ସହରକୁ ଦୁଇଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।

ଖଡିଆଳ ଏନଏସିକୁ ଦୁଇ ଦିନ ସଟଡାଉନ କଲେ ଜିଲ୍ଲାପାଳ

ନୂଆପଡା ଜିଲ୍ଲାର ଖଡ଼ିଆଳ ସହରର 3ନଂ ୱାର୍ଡରୁ ତିନିଜଣ,12ନଂ ୱାର୍ଡରୁ ଦୁଇଜଣ ଏବଂ 5ନଂ ୱାର୍ଡରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବାପରେ ସହରକୁ ସଟଡାଉନ ଘୋଷଣା କରାଯାଇଛି । ସକାଳ 6 ଘଣ୍ଟାରୁ 11ଘଣ୍ଟା ଯାଏଁ ଜରୁରୀକାଳୀନ ଦୋକାନ ବଜାର ଖୋଲା ରହିବ । 11ଟାରୁ ସଟଡାଉନ ବଳବତ୍ତର ରହିବ ବୋଲି ଡାକବାଜି ଯନ୍ତ୍ରରେ ଘୋଷଣା କରିଛି ଖଡ଼ିଆଳ ଏନଏସି ।

ଅପରପକ୍ଷେ ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ,ଜିଲ୍ଲାରେ ଏଯାଏଁ 345 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 9ଜଣ ହୋମକ୍ବାରେଣ୍ଟାଇନରେ ରହିଛନ୍ତି । ଜିଲ୍ଲାରୁ 295 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ 41 ଜଣ କୋଭିଡ ହସ୍ପିଟାଲରେ ସକ୍ରିୟ ରହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

TAGGED:

shut down
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.