ETV Bharat / state

ପୁଣି ଖଟିଆରେ 4କିମି ବୁହା ହେଲେ ପ୍ରସୂତି

ରାଜ୍ୟରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ନୂଆପଡାର ଅପହଞ୍ଚ ପାହାଡିଆ କପରଗଡ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ । ଦୀର୍ଘ 4 କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ ।

author img

By

Published : Dec 26, 2019, 7:18 PM IST

nuapada latest news, janani jantrana in nuapada, janani jantrana, ଜନନୀ ଯନ୍ତ୍ରଣା, ନୂଆପଡାରେ ଜନନୀ ଯନ୍ତ୍ରଣା, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌
ଆଉ କେତେ ଦିନ ଚାଲିବ ଜନନୀ ଯନ୍ତ୍ରଣା ?

ନୂଆପଡା: ପୁଣି ଜନନୀ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି ନୂଆପଡାର ଜଣେ ଗର୍ଭବତୀ । ସରକାରଙ୍କ ଢୋଲପିଟା ଯୋଜନା ପରେ ବି ଗାଁକୁ ଗନ୍ତବ୍ୟ ରାସ୍ତାଟିଏ ନଥିବାରୁ 4 କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଖଡିଆଳ ବ୍ଲକ ଅନ୍ତର୍ଗତ କିରିକିଟା ଗ୍ରାମ ପଞ୍ଚାୟତସ୍ଥିତ ଦୁର୍ଗମ କପରଗଡ ଗାଁର ଗର୍ଭବତୀ ମହିଳା । ଗୁରୁବାର ସମ୍ପୃକ୍ତ ଗାଁର ଉମା ମାଝୀଙ୍କ ପତ୍ନୀ ଘରମଣି ମାଝୀ ଯନ୍ତ୍ରଣାରେ ଛଟପଟ ହେବା ବେଳେ ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇଥିଲେ ସେ ।

ଆଉ କେତେ ଦିନ ଚାଲିବ ଜନନୀ ଯନ୍ତ୍ରଣା ?

ଏତେ ସରକାରୀ ଯୋଜନା ପରେ ବି ଏହି ଗାଁରୁ ଡାକ୍ତରଖାନାକୁ ଯିବା ପାଇଁ ରାସ୍ତାଟିଏ ନଥିବାରୁ ଘରମଣିଙ୍କୁ 4 କିଲୋମିଟର ଖଟିଆରେ ବୋହି ନିକଟସ୍ଥ କିରିକିଟା ଗାଁକୁ ଅଣାଯାଇଥିଲା । ସେଠାରେ ଅପେକ୍ଷା କରି ରହିଥିବା ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ରେ ପୁଣି ଜନନୀ ଯନ୍ତ୍ରଣା । ଦୀର୍ଘ 4 କିଲୋମିଟର ଖଟିଆରେ ବୋହାହେଲେ ଗର୍ଭବତୀ ମହିଳା । ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କିରିକିଟା ଗ୍ରାମପଞ୍ଚାୟତ ସ୍ଥିତ ବନପାହାଡ଼ ଘେରା ଦୁର୍ଗମ କପରଗଡ଼ ଗାଁର ଘଟଣା । କପରଗଡ଼ ଗାଁର ଉମା ମାଝୀ ଙ୍କ ସ୍ତ୍ରୀ ଘରମଣି ମାଝୀ ଜନନୀ ଯନ୍ତ୍ରଣାରେ ଗୁରୁବାର ଛଟପଟ ହେଉ ଥିଲେ । ଦୁର୍ଗମ କପରଗଡ଼ ଗାଁ ରୁ ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ହେଲେ କୌଣସି ବାଟ ନଥିଲା । ମହିଳାଙ୍କ ବିକଳ ଦେଖି ସମ୍ପର୍କୀୟ ଲୋକମାନେ ବାଧ୍ୟହୋଇ ଶେଷରେ ଷ୍ଟେଚର ରେ ଦୀର୍ଘ 4 କିଲୋମିଟର ବୋହି ନିକଟସ୍ଥ ଗାଁ କିରିକିଟା କୁ ଆଣିଥିଲେ । ସେଠାରେ ଅପେକ୍ଷା କରି ରହିଥିବା ବେଳେ ଆମ୍ବୁଲେନ୍ସ ଗାଡି ଆସି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଛି । ଦୁଃଖର ବିଷୟ ସ୍ବାଧୀନତା ର 72 ବର୍ଷ ଅତିକ୍ରମ କରିବାପରେ ମଧ୍ୟ କପରଗଡ଼ ଗାଁ କୁ ସରକାର ଅଣ ଦେଖାକରିଛନ୍ତି । ସାଧାରଣ ଗମନା ଗମନ ପାଇଁ ସଡକ ଟିଏ ନାହିଁ ଦୁର୍ଗମ କପରଗଡ଼ ଗାଁକୁ ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.