ETV Bharat / state

ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ମା'ଙ୍କ ନବରାତ୍ର ପୂଜା - ନୂଆପଡା ଖବର

ନୂଆପଡା ଜିଲ୍ଲା ସିନାପାଲିର ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ମା'ଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ କଲ୍ୟାଣ ପାଇଁ ଶକ୍ତିପୀଠରେ 127 ଗୋଟି ଅଖଣ୍ଡ ଦୀପ ଅମାବାସ୍ୟା ଠାରୁ ପ୍ରଜ୍ଵଳନ କରାଯାଇଛି । ଅଧିକ ପଢନ୍ତୁ...

ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ମା'ଙ୍କ ନବରାତ୍ର ପୂଜା ଅନୁଷ୍ଠିତ

author img

By

Published : Oct 24, 2020, 7:07 PM IST

ନୂଆପଡା: ଆଜି ନବରାତ୍ରିର ଅଷ୍ଟମ ଦିନ । ମଣ୍ଡପରେ ମା'ଙ୍କ ମହାଷ୍ଟମୀ ଓ ସନ୍ଧିପୂଜା ଚାଲିଥିବାବେଳେ ଶକ୍ତିପୀଠରେ ମା'ଙ୍କ ନବମୀ ପୂଜା ଚାଲିଛି । ଏହି ଅବସରରେ ନୂଆପଡା ଜିଲ୍ଲା ସିନାପାଲିର ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ମା'ଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଗାୟତ୍ରୀ ପରିବାରର 60 ଜଣ ସଦସ୍ୟ ପର୍ଯ୍ୟାୟକ୍ରମେ ଜପ ଧ୍ୟାନରେ ନିୟୋଜିତ ଅଛନ୍ତି ।

ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ମା'ଙ୍କ ନବରାତ୍ର ପୂଜା ଅନୁଷ୍ଠିତ

ତେବେ ବିଶ୍ୱ କଲ୍ୟାଣ ପାଇଁ ଶକ୍ତିପୀଠରେ 127 ଗୋଟି ଅଖଣ୍ଡ ଦୀପ ଅମାବାସ୍ୟା ଠାରୁ ପ୍ରଜ୍ଵଳନ କରାଯାଇଛି । କୋଭିଡ କଟକଣା ପାଇଁ ସଂକଳ୍ପଧାରୀ ଶ୍ରଦ୍ଧାଳୁ ଶକ୍ତିପୀଠକୁ ନ ଆସି ନିଜ ବାସଭବନରେ ଯଥା ରୀତିନୀତିରେ ଜପ ତପ କରିବା ପାଇଁ ନିର୍ଦ୍ଦେଶ ଦେଇଛି ସିନାପାଲିର ଗାୟତ୍ରୀ ଶକ୍ତିପୀଠ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.