ETV Bharat / state

ମାରୱାଡି ଯୁବାମଞ୍ଚ ପକ୍ଷରୁ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର - ଡାକ୍ତର ବିପୁଲ କୁମାର ଗର୍ଗ

ନୂଆପଡା ଜିଲ୍ଲା ସିନାପାଲି ମାରୱାଡି ଯୁବାମଞ୍ଚ ପକ୍ଷରୁ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Sep 24, 2019, 7:25 AM IST

ନୂଆପଡା: ଜିଲ୍ଲା ସିନାପାଲି ମାରୱାଡି ଯୁବାମଞ୍ଚ ପକ୍ଷରୁ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଡାକ୍ତର ପିପୁଲ କୁମାର ଗର୍ଗ ଯୋଗଦେଇ 140 ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏଠାରେ ପ୍ରକାଶ ଥାଉ ଯେ ନୂଆପଡା ଜିଲ୍ଲା ସିନାପାଲି ସହରର ଗର୍ଗ ପରିବାର ର ସୁବାସ କୁମାର ଗର୍ଗଙ୍କ ପୁତ୍ର ଡାକ୍ତର ବିପୁଲ କୁମାର ଗର୍ଗ ଅଟନ୍ତି । ଅବହେଳିତ ସିନାପାଲି ମାଟିରେ ଜନ୍ମ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ସେ ବାହାରେ ରହୁଥିଲେ । ପାଠ ସାରି ଡାକ୍ତରୀ ଡିଗ୍ରୀ ହାସଲ କରିବା ପରେ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ମହାନଗରୀ ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି । ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଡାକ୍ତର ଗର୍ଗ ନିଜ ଗାଁ ନୂଆପଡା ଜିଲ୍ଲା ସିନାପାଲିକୁ ଆସି ନିଜ ମାଆ ମାଟି ସିନାପାଲି ଗାଁର ରୋଗୀ ସେବା କରିବାପାଇଁ ମନ ବଳାଇଥିଲେ । ସୋମବାର ନିଜ ଗାଁ ସାହି ପଡୋଶୀ ରୋଗୀଙ୍କୁ ଚିକିତ୍ସା କରି ବେଶ ଖୁସି ଅନୁଭବ କରିଛନ୍ତି ।

ଏନେଇ ଆମ ନୂଆପଡା ପ୍ରତିନିଧି ଆୟୋଜକ ,ବିଶେଷଜ୍ଞ ଡାକ୍ତର,ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ସିନାପାଲି ମାରୱାଡି ଜୁବାମଞ୍ଚ ପକ୍ଷରୁ ଦିନିକୀୟ ମାଗଣା ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଡାକ୍ତର ପିପୁଲ କୁମାର ଗର୍ଗ ଯୋଗଦେଇ 140 ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ଖୁସିର ବିଷୟ ଏହିକିଯେ ନୂଆପଡା ଜ଼ୀଲ୍ଲା ସିନାପାଲି ସହରର ଗର୍ଗ ପରିବାର ର ସୁବାସ କୁମାର ଗର୍ଗ ଙ୍କ ସୁପୁତ୍ର ଡାକ୍ତର ବିପୁଲ କୁମାର ଗର୍ଗ ଅଟନ୍ତି । ଅବହେଳିତ ସିନାପାଲି ମାଟିରେ ଜନ୍ମ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ବାହାରେ ରହୁଥିଲେ ଡାକ୍ତର ବିପୁଲ କୁମାର ଗର୍ଗ । ପାଠା ସାରି ଡାକ୍ତରୀ ଡିଗ୍ରୀ ହାସଲ କରିବା ପରେ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଭାବରେ ଖ୍ୟାତିଅର୍ଜନ କରିଛନ୍ତି । ମହାନଗରୀ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ କେରିଅର ଆରମ୍ଭ କରିଛନ୍ତି ।
ପଶ୍ଚିମ ଓଡିଶାର କୃଷି ଭିର୍ତିକ ଗଣ ପର୍ବ ନୂଆଖାଇ ଅବସରରେ ଡାକ୍ତର ଗର୍ଗ ନିଜ ଗାଁ ନୂଆପଡା ଜ଼ୀଲ୍ଲା ସିନାପାଲି କୁ ଆସିଛନ୍ତି । ଏହିମୁହୂର୍ତ୍ତରେ ନିଜ ମାଆ ମାଟି ସିନାପାଲି ଗାଁର ରୋଗୀ ସେବା କରିବାପାଇଁ ମନ ବୋଳାଇ ଥିଲେ । ଆଜି ନିଜ ଗାଁ ସାହି ପଡୋଶୀ ରୋଗୀଙ୍କୁ ଚିକିତ୍ସା କରି ବେଶ ଖୁସି ଅନୁଭବ କରିଛନ୍ତି । କାରଣ ପିଲାଟି ଦିନରୁ ବାହାରେ ପାଠପଢି ଦେଶ ବିଦେଶରେ ରହି ଆସୁଥିଲେ ଡାକ୍ତର ଗର୍ଗ । ଆଜି ନିଜ ଗାଁରେ ଆଞ୍ଚଳିକ ଭାଷାରେ ବାର୍ତ୍ତାଲାଭ କରି ନିଜ ଅଂଚଳର ରୋଗୀମାନଙ୍କୁ ଚିକିତ୍ସା ସେବା ଦେଇଥିବାରୁ ନିଜକୁ ଧନ୍ୟମନେ କରିଛନ୍ତି । ସେହିଭଳି ନିଜ ଗାଁର ବିଶେଷଜ୍ଞ ଡାକ୍ତର କୁ ନିଜ ପାଖରେ ପାଇ ସିନାପାଲି ମାରୱାଡି ଯୁବାମଞ୍ଚ ମଧ୍ୟ୍ୟ ବେଶ ଖୁସି ଜାହିର କରିପାରିଛି । ଅପରପକ୍ଷେ ନିଜ ଡାକ୍ତର ବାବୁ ଙ୍କୁ ପାଇ ରୋଗୀମାନେମଧ୍ୟ ବେଶ ଆନନ୍ଦିତ । ଏନେଇ ଆମ ନୂଆପଡା ପ୍ରତିନିଧି ଆୟୋଜକ ,ବିଶେଷଜ୍ଞ ଡାକ୍ତର,ରୋଗୀ ଙ୍କସହ ସିଧାସଳଖ ଆଲୋଚନା କରିଛନ୍ତି ।Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.