ETV Bharat / state

ଶୁଣିଲେନି ସରକାର, ଫସଲ ପୋଡିଲେ ଚାଷୀ - ଚାଷ ଜମିରେ ନିଆଁ

ରବିବାର ସିନାପାଲି ବ୍ଲକର କ୍ଷତିଗ୍ରସ୍ତ ଚାଷୀ ସମୂହ ଭାବରେ ଚାଷଜମିରେ ନିଆଁ ଲଗାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ଶୁଣିଲେନି ସରକାର, ଫସଲ ପୋଡିଲେ ଚାଷୀ
author img

By

Published : Nov 24, 2019, 7:04 PM IST

ନୂଆପଡା: ଜିଲ୍ଲାରେ ଚକଡ଼ା ପୋକ ଚଡକ । ଶହଶହ ଏକର ଧାନ ଫସଲ ଉଜୁଡି ଯାଇ ଚାଷୀ ଚିନ୍ତାରେ ଥିବା ବେଳେ ରବିବାର ସିନାପାଲି ବ୍ଲକର କ୍ଷତିଗ୍ରସ୍ତ ଚାଷୀ ସମୂହ ଭାବରେ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି ।

ଶୁଣିଲେନି ସରକାର, ଫସଲ ପୋଡିଲେ ଚାଷୀ

ତେବେ ଗତ ଅକ୍ଟୋବର ଓ ନଭେମ୍ବର ଦୁଇ ମାସରେ ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର, ହୀରାପୁର, ଗୋବିନ୍ଦପୁର, ମାଲପଡା, ଖୀପିରିମାଲ ଗାଁ ଅଞ୍ଚଳରେ ଧାନ ବିଲରେ ଚକଡ଼ାପୋକ ଦେଖାଦେଇଥିଲା । ରୋଗ ପୋକକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଖର୍ଚ୍ଚରେ ପଡି କୀଟନାଶକ ପ୍ରୟୋଗ କରିଥିଲା ଚାଷୀ । ହେଲେ ପୋକ ନିୟନ୍ତ୍ରଣ ହେଲାନାହିଁ । ଜିଲ୍ଲା କୃଷି ବିଭାଗର ଉପନିର୍ଦ୍ଦେଶକ, ଜିଲ୍ଲା କୃଷି ଅଧିକାରୀ ଏବଂ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବେ ବୋଲି ଆଶ୍ବସନା ଦେଇଥିଲେ । ହେଲେ ଆଜିକୁ ଦୁଇ ମାସ ଗଢି ଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିନାହିଁ ।

ଯାହାକୁ ନେଇ ଉତ୍‌କ୍ଷିପ୍ତ ହୋଇ ସମୂହ ଚାଷୀ ଫସଲରେ ନିଆଁ ଲଗାଇବା ସହ ଭାଗ୍ୟକୁ ନିନ୍ଦା ଦେଇ ହତାସ ହୋଇ ପଡିଛନ୍ତି ।

ନୂଆପଡାରୁ ମୋତିଲାଲ୍ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ରେ ଚକଡ଼ା ପୋକ ଚଡକ । ଶହ ଶହ ଏକର ଧାନ ଫସଲ ଉଜୁଡି ଯାଇ ଚାଷୀ ଚିନ୍ତା ରେ ଥିବା ବେଳେ, ଆଜି ସିନାପାଲି ବ୍ଲକ ର କ୍ଷତି ଗ୍ରସ୍ତ ଚାଷୀ ସମୂହ ଭାବରେ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି । ଗତ ଅକ୍ଟୋବର , ନଭେମ୍ବର ଦୁଇ ମାସରେ ଜ଼ୀଲ୍ଲା ର ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର , ହୀରାପୁର , ଗୋବିନ୍ଦପୁର , ମାଲପଡା , ଖୀପିରିମାଲ ଗାଁ ଅଂଚଳରେ ଧାନ କିଆରୀରେ ଚକଡ଼ାପୋକ ଦେଖାଦେଇଥିଲା । ରୋଗ ପୋକ କୁ ନିୟତ୍ରଣ କରିବା ପାଇଁ ବ୍ୟାପକ ଖର୍ଚରେ ପଡି କୀଟନାଶକ ପ୍ରୟୋଗ କରିଥିଲା ଚାଷୀ । ହେଲେ ପୋକ ନିୟତ୍ରଣ ହେଳାନାହିଁ । ଜ଼ୀଲ୍ଲା କୃଷି ବିଭାଗର ଉପ ନିର୍ଦେଶକ , ଜ଼ୀଲ୍ଲା କୃଷି ଅଧିକାରୀ , ଏବଂ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବେ ବୋଲି ଆଶ୍ୱାସନା ଦେଇଥିଲେ । ହେଲେ ଆଜିକୁ ଦୁଇ ମାସ ଗଢି ଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳି ନାହିଁ । ଯାହାଫଳରେ ଉତକ୍ଷିପ୍ତ ହୋଇ ସମୂହ ଚାଷୀ ଫସଲ ରେ ନିଆଁ ଲଗାଇ ପୋଡ଼ିଦେଇ ଭାଗ୍ୟକୁ ନିନ୍ଧା ଦେଇ ହତାସ ହୋଇପଡିଛନ୍ତି ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.