ETV Bharat / state

ମଣ୍ତିରୁ ଉଠୁନି କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଧାନ

ଚିନ୍ତାରେ ଚାଷୀକୂଳ । କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଧାନ ମଣ୍ତିରୁ ମିଲର୍ସ ନେଉ ନ ଥିବା ଅଭିଯୋଗ । ପ୍ରଶାସନ ସମସ୍ୟାର ସମାଧାନ କରିବାକୁ ଦାବି । ଅଧିକ ପଢନ୍ତୁ...

author img

By

Published : Nov 29, 2020, 7:49 AM IST

farmer problem in nuapada
ମଣ୍ତିରୁ ଉଠୁନି କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଧାନ

ନୂଆପଡା: ପୁଣି ଚିନ୍ତାରେ ଚାଷୀକୂଳ । ନୂଆପଡା ଜିଲ୍ଲା ସିନାପାଲି ଧାନ ମଣ୍ଡିରେ କ୍ଷୁଦ୍ର ଓ ମଧ୍ୟମ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଧାନ ଉଠାଇବା ପାଇଁ ମିଲର ଅନିଚ୍ଛା ପ୍ରକାଶ କରୁଥିବା ବେଳେ, ବଡ ଚାଷୀ ମାନଙ୍କ ଧାନକୁ ଉଠାଉଛି ମିଲର । ଏଭଳି ଅଭିଯୋଗ କରିଛନ୍ତି ସିନାପାଲି ଅଞ୍ଚଳର କ୍ଷୁଦ୍ର ଓ ମାଧ୍ୟମ ଚାଷୀ ।

ଚାଷୀ ମାନେ ଚଳିତ ମାସ 25 ତାରିଖରୁ ଧାନ ମଣ୍ଡିରେ ପକାଇଥିବାବେଳେ, ଏଯାଏଁ ବିକ୍ରି ହୋଇ ନଥିବା ଅଭିଯୋଗ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.