ETV Bharat / state

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣି ସଭା

ନୂଆପଡାର ନୂତନ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁ ପ୍ରଥମ କରି ଅଭିଯୋଗ ଶୁଣାଣି ସଭା ଅନୁଷ୍ଠିତ କରିଛନ୍ତି । ଜିଲ୍ଲାପାଳଙ୍କ ଠାରୁ ସମସ୍ୟାର ସମାଧାନର ପ୍ରତିଶୃତି ପାଇ ଲୋକେ ବେଶ ଖୁସି  ହୋଇଥିଲେ ।

author img

By

Published : Jul 15, 2019, 11:49 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଜିଲ୍ଲାରେ ଜିଲ୍ଲାପାଳଙ୍କ ବଦଳି ହେବାପରେ ନୂଆପଡା ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁସ୍ମିତା ସାହୁ ଯୋଗଦେଇଛନ୍ତି । ସୋମବାର ଦିନ ପ୍ରଥମ କରି ଖଡିଆଳ ବ୍ଲକ ସଭାଗୃହ ଠାରେ ଅଭିଯୋଗ ଶୁଣାଣି ସଭା ଅନୁଷ୍ଠିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏନେଇ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ସମସ୍ୟା ଜଣାଇବା ପାଇଁ ପ୍ରବଳ ଭିଡ ହୋଇଥିଲା । ଆଜି ୯୯ ଜଣ ଅଭିଯୋଗ କରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ଠାରୁ ସମସ୍ୟାର ସମାଧାନର ପ୍ରତିଶୃତି ପାଇ ଲୋକେ ବେଶ ଖୁସି ହୋଇଥିଲେ । ଏହି ଅବସରରେ ଆଗାମୀ ଦିନରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ,ବିଜୁଳି ପାଣି ଭଳି ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁସ୍ମିତା ସାହୁ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ପୁର୍ବତନ ଜ଼ୀଲ୍ଲାପାଳ ଡ଼. ପୋମା ଟୁଡୁ ଙ୍କ ବଦଳି ହେବାପରେ । ନୂଆପଡା ଜ଼ୀଲ୍ଲାପାଳ ଭାବରେ ଶ୍ରୀମତୀ ମଧୁସ୍ମିତା ସାହୁ ଯୋଗଦେଇଛନ୍ତି । ତାଙ୍କଯୋଗଦାନ ପରେ ଆଜି ପ୍ରଥମ କରି ଖଡ଼ିଆଳ ବ୍ଲକ ଅଭାଗୃହ ଠାରେ ଅଭିଯୋଗ ସୁନାନି ସଭା ଅନୁଷ୍ଠିତ କରିଛନ୍ତି । ଏନେଇ ନୂତନ ଜ଼ୀଲ୍ଲାପାଳ ଙ୍କୁ ସାକ୍ଷାତ କରି ନିଜ ସମସ୍ୟା ଜଣାଇବାପାଇଁ ପ୍ରବଳ ଭିଡ ହୋଇଥିଲା । ଆଜି ୯୯ ଜଣ ଅଭିଯୋଗ କାରୀ ଜ଼ୀଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ସମସ୍ୟା ର ସମାଧାନ ର ପ୍ରତିଶୃତି ପାଇ ଲୋକେ ବେଶ ଖୁସି ଅଛନ୍ତି । ଏହିଅବସରରେ ଆଗାମୀ ଦିନରେ ଜ଼ୀଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ବିଜୁଳି ପାଣି ଭଳି ମୌଳିକ ସମସ୍ୟା ପ୍ରତି ଗୁରୁତ୍ୟ ଦେବେବୋଲି ଗଣମାଧ୍ୟମ କୁ ଶୁଚନା ଦେଇଛନ୍ତି ଜ଼ୀଲ୍ଲାପାଳ ମଧୁସ୍ମିତା ସାହୁ ।Body:ନୂଆପଡା ରେ ନୂଆ ଜ଼ୀଲ୍ଲାପାଳConclusion:ପ୍ରଥମ ଦିନରେ ଜନଶୁଣାଣୀ ସଭା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.